ଟୋକିଓ ଅଲିମ୍ପିକ୍ସ: ମେରିକମଙ୍କ ଅଭିଯାନ ଶେଷ, ପ୍ରି-କ୍ୱାର୍ଟରରେ ହାରିଲେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ଷ୍ଟାର ବକ୍ସର ଏମସି ମେରିକମଙ୍କ ଅଭିଯାନ ଶେଷ ହୋଇଯାଇଛି । ଆଜି ୫୧ କିଲୋଗ୍ରାମ ବର୍ଗର ପ୍ରି-କ୍ୱାର୍ଟର ଫାଇନାଲରେ ମେରିକମ୍ କଲମ୍ବିଆର ଭିକ୍ଟୋରିଆ ଇନଗ୍ରିଟ୍ ଭାଲେନ୍ସିଆଙ୍କ ଠାରୁ ପରାସ୍ତ ହୋଇ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି | ଭାଲେନ୍ସିଆ ୩-୨ରେ…

ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏକାଧିକ ବିଲ୍ ପାରିତ, ଲୋକସଭା ଓ ରାଜ୍ୟସଭା କାଲି ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦା କେଳେଙ୍କେରୀର ତଦନ୍ତ ଦାବିରେ ସଂସଦର ଉଭୟ ଗୃହରେ ବିରୋଧୀ ଦଳଙ୍କ ହଙ୍ଗାମା ଜାରି ରହିଛି । ମୌସୁମୀ ଅଧିବେଶନର ନବମ ଦିନରେ ମଧ୍ୟ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଉଭୟ ଗୃହର ବୈଠକ ବ୍ୟାହତ ହୋଇଛି । ପ୍ରବଳ ହଟ୍ଟଗୋଳ କାରଣରୁ ଲୋକସଭା ଓ ରାଜ୍ୟସଭା ଆସନ୍ତାକାଲି…

କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି

ଭୁବନେଶ୍ୱର- କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨ ତାରିଖରୁ ୧୪ ଯାଏଁ ଅନଲାଇନରେ ଆବେଦନ କରିହେବ । ରେଜଲ୍ଟ ପ୍ରକାଶ ପାଇ ନ ଥିବା ୟୁଜି ଛାତ୍ରଛାତ୍ରୀମାନେ ବି ଆବେଦନ କରିପାରିବେ । କମନ ପିଜି ପ୍ରବେଶିକା…

୫ଜି ସେବା ବିରୋଧରେ ନିଜ ପିଟିସନ ପ୍ରତ୍ୟାହାର କଲେ ଜୁହି

ନୂଆଦିଲ୍ଲୀ: ଦେଶରେ ୫ଜି ମୋବାଇଲ ସେବା ବିରୋଧରେ ଦାଖଲ କରିଥିବା ନିଜ ପିଟିସନକୁ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ପ୍ରତ୍ୟାହାର କରିନେଇଛନ୍ତି । ଜୁହି ମେ ମାସରେ ଏନେଇ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ। ୫ଜି ନେଟୱର୍କ ଦ୍ବାରା ମଣିଷ, ଉଦ୍ଭିଦ ଓ ପ୍ରାଣୀ ଜଗତ ଉପରେ ପ୍ରତିକୂଳ…

ଆଇଏଏସ ସ୍ତରରେ ଅଦଳବଦଳ : ବିଶାଲ ଦେବ ନୂଆ ଅର୍ଥ ସଚିବ, ଅଶୋକ ମୀନାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଦାୟିତ୍ୱ

ଭୁବନେଶ୍ୱର- ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅଶୋକ ମୀନାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ବର୍ତ୍ତମାନ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ପର୍ଯ୍ୟଟନ ଓ କ୍ରୀଡା ବିଭାଗ ସଚିବ ବିଶାଲଦେବଙ୍କୁ ଅର୍ଥ ବିଭାଗର ସଚିବ ଦାୟିତ୍ୱ…

ସଂସଦର ସମୟ ନଷ୍ଟ ନକରି ସରକାର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ରାଜି ହୁଅନ୍ତୁ: ରାହୁଲ

ନୂଆଦିଲ୍ଲୀ: ସଂସଦର ଅଧିକ ସମୟ ନଷ୍ଟ ନକରି ବିରୋଧୀଙ୍କୁ ଗୃହରେ ଦରବୃଦ୍ଧି, କୃଷି ଆଇନ ଏବଂ ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ରାଜି ହେବା ଉଚିତ୍ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି । ରାହୁଲ କହିଛନ୍ତି, ସାଂସଦମାନେ ଲୋକଙ୍କ ସ୍ୱର ହେବା ଉଚିତ ଏବଂ…