ଜାପାନର ୧୩ ବର୍ଷୀୟା ନିଶିୟା ମୋମୋଜି ରଚିଲେ ଇତିହାସ, ସ୍କେଟ୍ ବୋର୍ଡିଂ ପ୍ରତିଯୋଗିତାରେ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଟୋକିଓ: ଜାପାନର ୧୩ ବର୍ଷୀୟା ଆଥଲେଟ୍ ନିଶିୟା ମୋମୋଜି ଟୋକିଓ ଅଲିମ୍ପିକ୍ସର ସ୍କେଟ୍ ବୋର୍ଡିଂ ପ୍ରତିଯୋଗିତାର ମହିଳା ବର୍ଗରେ ପ୍ରଥମ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି | ଅଲିମ୍ପିକ୍ସ ଇତିହାସରେ ସ୍ବର୍ଣ୍ଣ ଜିତିବାରେ ମଧ୍ୟ ସେ ସର୍ବକନିଷ୍ଠ ଆଥଲେଟ୍ ମାନଙ୍କ ମଧ୍ୟରୁ ଜଣେ । ଅଲିମ୍ପିକ୍…

କରୋନା ଔଷଧ ମହଜୁଦ ମାମଲାରେ ଗୌତମ ଗମ୍ଭୀରଙ୍କୁ ଝଟକା, ମାମଲା ବନ୍ଦ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ଔଷଧ ମହଜୁଦ ମାମଲାରେ ସୁପ୍ରିମକୋର୍ଟଙ୍କ ଠାରୁ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ବଡ଼ ଝଟକା ଲାଗିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗମ୍ଭୀରଙ୍କ ସଂସ୍ଥା ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟ…

ମହାପ୍ରଭୁଙ୍କ ଧାମରେ ବିଶ୍ୱସ୍ତରୀୟ ସୁବିଧା, ଦେଶର ପ୍ରଥମ ସହର ଭାବେ ଟ୍ୟାପରୁ ମିନେରାଲ ଭଳି ପିଇବା ପାଣି ପାଇବେ…

୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ମଡେଲ – ୯ ମାସରେ ପ୍ରକଳ୍ପ ହେଲା କାର୍ଯ୍ୟକ୍ଷମ ଭୁବନେଶ୍ବର: ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଆଜି ପୁରୀରେ Drink from Tap ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି…

ଟୋକିଓ ଅଲିମ୍ପିକ୍ସ: ଟେନିସ୍, ତୀରନ୍ଦାଜୀ, ବ୍ୟାଡମିଣ୍ଟନରେ ଭାରତ ନିରାଶ, ଫେନସିଂରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଭବାନୀ…

ଟୋକିଓ: କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ତୃତୀୟ ଦିନରେ ଭାରତକୁ ଏଯାବତ୍ ନିରାଶ ହେବାକୁ ପଡ଼ିଛି | ତୀରନ୍ଦାଜୀ, ବ୍ୟାଡମିଣ୍ଟନ ଏବଂ ଫେନସିଂରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି । ପୁରୁଷ ସିଙ୍ଗଲ୍ସ ଟେନିସ ପ୍ରତିଯୋଗିତାରେ ଭାରତର ଏକମାତ୍ର ପ୍ରତିଯୋଗୀ ସୁମିତ ନାଗଲ୍…

କୋଭିଡ ସତର୍କତା ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଲା ସ୍କୁଲ

ଭୁବନେଶ୍ୱର –ଆଜିଠାରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠ ପଢା ଆରମ୍ଭ ହୋଇଛି । କରୋନା କଟକଣା ମାନି ପାଠପଢା ଆରମ୍ଭ ହୋଇଛି । କ୍ୟାମ୍ପସରେ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲଗୁଡିକ…

ହୀରାକୁଦରୁ ପୁଣି ୮ ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଆଜି ପୁଣି ଜଳପ୍ରବାହ ବ୍ରୁଦ୍ଧି ପାଇବାରେ ଲାଗିଛି । ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରକୁ ୧.୮୫ ଲଖ୍ୟ କ୍ୟୁସେକ ଜଳ ପ୍ରବେଶ କରୁଛି । ଫଳରେ ପୂର୍ବାହ୍ନ ୧୧ଟା ବେଳକୁ ପୁଣି ୪ଟି ଗେଟ୍ ଖୋଲାଯାଇଛି । ମୋଟ୍ ୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।…