ମହାରାଷ୍ଟ୍ରରେ ପ୍ରବଳ ବର୍ଷା, ଭୂସ୍ଖଳନ ଓ ଘର ଭୁଶୁଡ଼ି ୪୯ ମୃତ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରର କୋଲହାପୁର, ରାୟଗଡ, ରତ୍ନାଗିରି, ପାଲଘର, ଥାନେ ଏବଂ ନାଗପୁରର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ପ୍ରବଳ ବର୍ଷା ପରେ ଭୂସ୍ଖଳନ ଓ ଘର ଭୁଶୁଡ଼ି ୪୯ ଜଣଙ୍କର ମୃତ୍ୟୁ ହୋଇଛି। ପାହାଡ଼ରୁ ମାଟି ଅତଡ଼ା ଖସି ରାୟଗଡର ତାଲାଇ…

କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ବିପଦ ଟଳି ନ ଥିବାରୁ ଅଧିକ ସତର୍କତା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ…

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ଅପରିବର୍ତ୍ତିତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୯୧୭ ଜଣ କୋରୋନା ପଜିିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦୯ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ବାକି ୮୦୮ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୮, କଟକରୁ ୨୫୬, ପୁରୀରୁ ୧୧୮,…

ପେଗାସସ୍ ଗୁଇନ୍ଦାଗିରିକୁ ଦେଶଦ୍ରୋହ କହିଲେ ରାହୁଲ, ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ମୋଦିଙ୍କ ବିରୋଧରେ ତଦନ୍ତ ଦାବି…

ନୂଆଦିଲ୍ଲୀ: ଇସ୍ରାଏଲର ପେଗାସସ୍ ସ୍ପାଏୱେର ମାଧ୍ୟମରେ ହୋଇଥିବା ଗୁଇନ୍ଦାଗିରି ନେଇ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ ଜୋରଦାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ପେଗାସସ୍ ଗୁଇନ୍ଦାଗିରିକୁ ରାହୁଲ ଦେଶଦ୍ରୋହ ବୋଲି କହିବା ସହ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ ଦାବି…

ନୂଆପଡା ଜିଲ୍ଲାରେ ସିଆରପିଏଙ୍କୁ ସଫଳତା, ମାଓ ଆଡ୍ଡା ଧ୍ୱସ୍ତ,ଅସ୍ତ୍ରଶସ୍ତ୍ର ଜବତ

ନୂଆପଡା - ନୂଆପଡା ଜିଲ୍ଲାରେ ସିଆରପିଏଫ ଯବାନଙ୍କୁ ବଡ ସଫଳତା ମିଳିଛି । ପାଟଧରା ସଂରକ୍ଷିତ ଜଙ୍ଗଲର କୁନ୍ଦନଝରିଆରୁ ଏକ ମାଓ ଆଡ୍ଡା ଉପରେ ଚଢାଉ କରି ୩ଟି ବନ୍ଧୁକ, ୩୩ ଡିଟୋନେଟର ଓ ୨୫ ଜିଲେଟିନ ଜବତ କରିଛି ସିଆରପିଏଫ । ଜଙ୍ଗଲରୁ ବିପୁଓ ମାଓ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି ସିଆରପିଏଫ ଯବାନ…