ଆସନ୍ତା ୧୯ ତାରିଖରୁ ରାଜଧାନୀରେ ପୁଣି ନିୟମିତ ହେବ ମୋ ବସ୍ ସେବା
ଭୁବନେଶ୍ୱର- ଆସନ୍ତା ୧୯ ତାରିଖରୁ ନିୟମିତ ରାଜଧାନୀରେ ଭାବେ 'ମୋ ବସ୍' ସେବା ପୁଣି ଆରମ୍ଭ ହେବ । ଏ ନେଇ କ୍ୟାପିଟାଲ ରିଜିଓନାଲ ଅର୍ବାନ ଟ୍ରାନସପୋର୍ଟ –ସିଆରୟୁଟି ପକ୍ଷରୁ ସୂଚନା ଦିଆଯାଇ । ମୋ ବସ୍ ସେବା ନେଇ ବିସ୍ତୃତ ସୂଚନା ପରେ ଦିଆଯିବ ।
ଭୁବନେଶ୍ୱର ଆସୁଥିବା ରେଳଯାତ୍ରୀଙ୍କୁ କଟକ…