ସ୍ୱାସ୍ଥ୍ୟସେବା ରାଜ୍ୟ ସରକାରଙ୍କ ପ୍ରାଥମିକ କ୍ଷେତ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟର କୋଭିଡ ସ୍ଥିତି ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଉ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ନବନିଯୁକ୍ତ ୭୮୬ ଡାକ୍ତରଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । ନବନି ଯୁକ୍ତ ଡାକ୍ତରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮…

ରଥଯାତ୍ରାର ରୋଚକ ତଥ୍ୟ: ଆଜି ଜାଣିବା ତାଳଧ୍ୱଜ ରଥ ବିଷୟରେ କିଛି

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଯେଉଁ ତିନୋଟି ସୁଉଚ୍ଚ ରଥ ନିର୍ମାଣ କରାଯାଇଥାଏ। ସେହି ତିନୋଟି ରଥର ନାମ ଭିନ୍ନ ଭିନ୍ନ ଅଟେ। ଶେଷାବତାର ଶ୍ରୀ ବଳଭଦ୍ର ବା ବଡ ଠାକୁର ଯେଉଁ ରଥରେ ବିରାଜମାନ କରିଥାନ୍ତି ସେହି ରଥ ର ନାମ ହେଉଛି "ତାଳଧ୍ଵଜ ରଥ"। ତାଳଧ୍ଵଜ ରଥର…

ସାରା ପଶ୍ଚିମ ଓଡିଶା କରୋନା ମୁକ୍ତ ଅଭିମୁଖେ, ଦୁଇ ଅଙ୍କ ଭିତରେ ସବୁ ଜିଲ୍ଲା

ସମ୍ବଲପୁର : ସାରା ପଶ୍ଚିମ ଓଡିଶା ଏବେ କରୋନା ମୁକ୍ତ ଅଭିମୁଖେ । ଆଜି ସମଗ୍ର ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କ ଭିତରେ ରହିଛି । ଏପରିକି ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ସୁନ୍ଦରଗଡ ଜିଲ୍ଲାରେ ଗତ ଦୁଇଦିନ ହେଲା ସଂକ୍ରମଣ ଶହେ ତଳକୁ ଖସିଛି । ସବୁ ଠାରୁ…

ସମ୍ବଲପୁର ଶୀତଳଷଷ୍ଠୀ: ବାହା ମଣ୍ଡପରେ ଯୁଗଳ ଦର୍ଶନ

ସମ୍ବଲପୁର : ସମ୍ବଲପୁର ଶୀତଳଷଷ୍ଠୀର ବହୁ ପ୍ରତିକ୍ଷୀତ ମୁହୁର୍ତ୍ତ , ଦେବ ଦମ୍ପତ୍ତିଙ୍କ ହାତଗଣ୍ଠି ପଡିବାର ସମୟକୁ ପ୍ରତ୍ୟେକଟି ମଣିଷ ଚାତକ ପରି ଅନାଇ ବସି ରହିଥାଏ । ଆଜି ଭୋର୍‌ରେ ସେହି ବ୍ରାହ୍ମ ମୁହୁର୍ତ୍ତରେ ପୁରୁଷ ଏବଂ ପ୍ରକୃତିର ମିଳନର ପର୍ବ ବା ସଂହାରକର୍ତ୍ତା ଆଶୁତୋଷଙ୍କ ସହ…

ରଘୁରାଜପୁର ଓଡିଶାର ଗର୍ବ ଓ ଗୌରବ: ମୁଖ୍ୟମନ୍ତ୍ରୀ

ରଘୁରାଜପୁର ରେ ଅନୁଷ୍ଠିତ କଳା ଶିବିର ସପ୍ତରଙ୍ଗ ଉଦଯାପିତ ଭାଗ ନେଇଥିବା ଗାଁର ପ୍ରତି ପରିବାରକୁ ଦଶହଜାର ଟଙ୍କା ମାନଦେୟ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଆମ କଳା ଆମ ଗୌରବ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ପୁରୀ ଜିଲ୍ଲାର ରଘୁରାଜପୁର । ଫଟୋଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ…

ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ନିଷ୍ପତ୍ତି : ଜୁଲାଇ ୨୫ ଯାଏ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ, ୮ଟି ଦ୍ୱାରର…

ପୁରୀ- ଜୁଲାଇ ୨୫ ତାରିଖ ଯାଏ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ବିନାଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ପରେ ପରବର୍ତ୍ତୀ…

ଭେଣ୍ଟିଲେଟରରେ ନୂଆ ଜୀବନ

କରୋନା ସଙ୍କଟ କାଳରେ ଏକ ଆଶ୍ଵସ୍ତିକର ଖବର। ଏଭଳି ଏକ ଖବର ଯାହା ମହାମାରୀ ବିରୋଧରେ ମନୁଷ୍ୟର ସଂଗ୍ରାମରେ ବିଜୟର ଏକ କାହାଣୀ ବୋଲି କୁହାଯାଇ ପାରିବ। ମହାମାରୀ ବିପକ୍ଷ ଲଢ଼େଇରେ ନିଷ୍ଠାପର ଭାବେ ସେବାରତ ଡାକ୍ତରଙ୍କ ଏକ ବିଜୟ ଭାବେ ପରିଗଣିତ ହୋଇପାରିବ। ଖବର ଆସିଛି କନ୍ଧମାଳ ଜିଲ୍ଲାରୁ…