ମଣିଷ ଦେହରେ ବାର୍ଡ ଫ୍ଲୁ ଷ୍ଟ୍ରେନ୍‌, ଚୀନ୍‌ରେ ଠାବ ହେଲା ପ୍ରଥମ ମାମଲା

ବେଜିଂ: ଚୀନ୍‌ରେ ଜଣେ ବ୍ୟକ୍ତିଙ୍କ ଠାରେ ଏଚ୍‌୧୦ଏନ୍‌୩ ବାର୍ଡ ଫ୍ଲୁ ଷ୍ଟ୍ରେନ୍ ଠାବ ହୋଇଛି । ଏହି ଷ୍ଟ୍ରେନ୍‌ର ବାର୍ଡ ଫ୍ଲୁ ଭୂତାଣୁ ମଣିଷ ଶରୀରରେ ମିଳିବା ଏହା ପ୍ରଥମ ଘଟଣା । ପୂର୍ବ ଚୀନ୍‌ର ଜିଆଙ୍ଗ୍‌ସୁ ପ୍ରଦେଶରେ ଏହି ମାମଲା ସାମ୍ନାକୁ ଆସିଛି । ଜିଆଙ୍ଗ୍‌ସୁର ଝେନିଜାଙ୍ଗ୍ ସହରର…

ଆଲାପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍‌

‌ନୂଆଦିଲ୍ଲୀ: ଆଦେଶ ସତ୍ତ୍ୱେ ଦିଲ୍ଲୀରେ ନିଜ କାର୍ଯ୍ୟରେ ଯୋଗ ଦେଇନଥିବାରୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତିନି ଦିନ ମଧ୍ୟରେ ଏହି ନୋଟିସ୍‌ର ଜବାବ ଦେବାକୁ ତାଙ୍କୁ କୁହାଯାଇଛି ।…

କୋଭିଡ୍ ସମୟରେ ରୋଗୀଙ୍କୁ ଟେଲି ପରାମର୍ଶ ଯୋଗାଉଛି ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ହେଲ୍ପଲାଇନ୍

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଜିଲ୍ଲା ହେଲ୍ପଲାଇନ୍ ଏବଂ ରାଉରକେଲା କୋଭିଡ୍ ହେଲ୍ପଲାଇନ୍। ଏହା ଜରିଆରେ ବିଭିନ୍ନ ବିଷୟରେ ଲୋକଙ୍କୁ ସୂଚନା ଓ ପରାମର୍ଶ ଦିଆଯାଉଛି। ବିଶେଷକରି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ…

ଏଲୋପାଥି ନେଇ ରାମଦେବଙ୍କ ମନ୍ତବ୍ୟ ପ୍ରତିବାଦରେ ରେସିଡେଣ୍ଟ୍ ଡାକ୍ତର ପାଳିଲେ କଳା ଦିବସ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସା ନେଇ ଯୋଗଗୁରୁ ରାମଦେବଙ୍କ ମନ୍ତବ୍ୟର ପ୍ରତିବାଦରେ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ରେଡିଡେଣ୍ଟ ଡାକ୍ତରମାନେ ଆଜି କଳା ଦିବସ ପାଳିଛନ୍ତି । ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡକ୍ଟର୍ସ ଆସୋସିଏସନ୍ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ରାମେଦବଙ୍କ…

ବ୍ଲାକ୍ ଫଙ୍ଗସ୍ ଇଞ୍ଜେକ୍ସନ ‘ଆମ୍ଫୋଟେରିସିନ’ର ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସାରେ ବ୍ୟବହାର ହେଉଥିବା ଇଞ୍ଜେକ୍ସନ୍ ‘ଆମ୍ଫୋଟେରିସିନ-ବି’ର ରପ୍ତାନୀ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି । ଏନେଇ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ…

ନନ୍ଦକିଶୋର : ଓଡିଶା ମହିଳା ଫୁଟବଲ୍‌ର କିମ୍ବଦନ୍ତୀ ପୁରୁଷ

ବିଜନ କୁମାର ମହାପାତ୍ର ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ ସହ ଓଡିଶା କ୍ରୀଡା ଜଗତରେ ଏକ ଯୁଗର ଅବସାନ ହୋଇଛି । କୋଭିଡ ସହ ସଂଘର୍ଷରେ ହାରିଯାଇଛନ୍ତି ନନ୍ଦକିଶୋର । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମହିଳା ଫୁଟବଲ୍ ତାରକା ସୃଷ୍ଟି କରି ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ନନ୍ଦକିଶୋର…

ମେ ମାସ ଲକଡାଉନରେ ରାଜ୍ୟରେ ବଢିଛି ସାଇବର କ୍ରାଇମ

ଭୁବନେଶ୍ୱର- ଗତ ମେ ମାସରେ ଲକଡାଉନ ବେଳେ ସାଇବର କ୍ରାଇମ ବଢିଛି । ମେ ମାସରେ ରାଜ୍ୟରେ ୧ କୋଟି ୪୦ ଲକ୍ଷ ଟଙ୍କା ଠକେଇ ହୋଇଛି । କେବଳ ଭୁବନେଶ୍ୱରରେ ୭୦ ଲକ୍ଷ ୭୮ ହଜାର ଟଙ୍କା ଠକିଛନ୍ତି ସାଇବର ଅପରାଧୀ । ଠକଙ୍କଠାରୁ ୧୨ ଲକ୍ଷ ୫ ହଜାର ଟଙ୍କା ଉଦ୍ଧାର କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ…