ଏପ୍ରିଲ ୧୪ ପରେ ଦୁଇ ଲକ୍ଷ ତଳକୁ ଖସିଲା ସଂକ୍ରମଣ, ଆଉ ୧.୯୬ ଲକ୍ଷ ନୂଆ ମାମଲା, ୩୫୧୧ ମୃତ

ନୂଆଦିଲ୍ଳୀ: ଭାରତରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୯୬,୪୨୭ ନୂଆ ମାମଲା ରେକର୍ଡ କରାଯାଇଛି । ଏପ୍ରିଲ ୧୪ ପରେ ପ୍ରଥମ ଥର ଦେଶରେ ଦୈନିକ ମାମଲା ଦୁଇ ଲକ୍ଷ ତଳକୁ ଖସିଛି । ଦିନକରେ ଏହି ରୋଗରେ ଆଉ ୩୫୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଲକ୍ଷ ୨୬ ହଜାର…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସାମାନ୍ୟ ହ୍ରାସ, ୨୪ ଘଣ୍ଟାରେ ୧୦୯୩୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ହଜାର ୯୩୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଦିନ ଧରି ୧୧ ହଜାର ଉପରେ ରହିବା ପରେ ସଂକ୍ରମଣ ତଳକୁ ଖସିଛି । ଦିନକରେ ସଙ୍ଗରୋଧରୁ ୬ ହଜାର ୧୭୮ ଓ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୭୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…

ବାତ୍ୟା ୟାଶ୍ ପ୍ରଭାବରେ ରାଜ୍ୟର ଉତ୍ତର ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ପବନ ଜାରି, ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର- ବାତ୍ୟା ୟାଶ୍ ପ୍ରଭାବରେ ଉତ୍ତର ଓଡିଶାର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ପବନ ଲାଗି ରହିଛି । ୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ବର୍ତ୍ତମାନ ପାରାଦୀପଠାରୁ ୩୬୦ କିଲୋମିଟର ଦୂରରେ ରହିଛି ୟାଶ୍ । ଆସନ୍ତାକାଲି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ…

ହୀରାକୁଦ ବନ୍ୟାଜଳ ନିଷ୍କାସନ ନେଇ ଆଗୁଆ ସତର୍କ ସୂଚନା ଜାରି କଲେ କର୍ତ୍ତୃପକ୍ଷ

ସମ୍ବଲପୁର : ପ୍ରତିବର୍ଷ ଭଳି ଆଗାମୀ ବର୍ଷା ଋତୁରେ ଯେ କୌଣସି ସମୟରେ ହୀରାକୁଦ ବନ୍ଧରୁ ବନ୍ୟାଜଳ ନିଷ୍କାସନ ହୋଇପାରେ । ଏଥିପାଇଁ ଆଜି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଆଗୁଆ ସତର୍କ ସୂଚନା ଜାରି କରିଛନ୍ତି । ଏକ ବର୍ଷା ଦିନରେ ମହାନଦୀର ଶଯ୍ୟରେ ଚଳାଚଳ ଓ ଅନ୍ୟାନ୍ୟ ବ୍ୟବହାର ଉପରେ ସତର୍କତା…

ବାତ୍ୟା ପରବର୍ତ୍ତୀ ମରାମତି ଓ ପୁନରୁଦ୍ଧାର ପାଇଁ ଓଡିଶା ସରକାରଙ୍କ ସ୍ପେଶାଲ୍ ଲେବର ରେଟ୍

ଭୁବନେଶ୍ୱର- ବାତ୍ୟା ୟାସ୍ ପରବର୍ତ୍ତୀ ମରାମତି ଓ ପୁନଃଉଦ୍ଧାର କାର୍ଯ୍ୟ ପାଇଁ ଓଡିଶା ସରକାର ସ୍ୱତନ୍ତ୍ର ଲେବର ରେଟ୍ ଘୋଷଣା କରିଛନ୍ତି । ଅଣକୁଶଳୀ ଶ୍ରମିକଙ୍କ ପାଇଁ ୪୬୨ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ୫୨୨ ଟଙ୍କା ଓ କୁଶଳୀ ଶ୍ରମିକଙ୍କ ପାଇଁ ୫୯୭ ଟଙ୍କା ଘୋଷଣା କରାଯାଇଛି । ଶ୍ରମ…

ବାତ୍ୟା ମୁକାବିଲା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କେନ୍ଦ୍ର ଗୃୃହମନ୍ତ୍ରୀଙ୍କୁ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବାତ୍ୟା ୟାଶ୍ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ରାଜ୍ୟର ଅଧିକାରୀମାନେ କେନ୍ଦ୍ର ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା ଶାହଙ୍କୁ କହିଛନ୍ତି…

ବାତ୍ୟା ୟାଶ୍ ମୁକାବିଲା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ସମୀକ୍ଷା ବୈଠକ

ପୁରୀ – ମାଡି ଆସୁଥିବା ବାତ୍ୟା ୟାଶ୍‌କୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକାଧିକ ନିଷ୍ପତ୍ତି ନିଆଯାଇଛି । ନୀଳାଦ୍ରି ଭକ୍ତ ନିବାସରେ…