ଜାତୀୟ ଓପନ୍ ଜାଭେଲିନ ଥ୍ରୋ ସ୍ୱର୍ଣ୍ଣ ବିଜେତା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ଜାତୀୟ ଓପନ୍ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡିଶାର କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀର ଆୟୋଜିତ ଚାମ୍ପିଅନସିପରେ କିଶୋର ଜେନା ୭୪ ଦଶମିକ ୨୬ ମିଟର ଯାଏଁ ଜାଭେଲିନ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ…

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ ଗିରଫ

ଭୁବନେଶ୍ୱର- ପୁଣି ଥରେ ଭୁବନେଶ୍ୱରରୁ ବ୍ରାଉନସୁଗାର ଜବତ ହୋଇଛି । ହାଇଟେକ ଛକରେ ବ୍ରାଉନସୁଗାର ପାଇଁ ଡିଲ୍ ହେଉଥିବା ବେଳେ ଏୟାର ଫିଲଡ ଥାନା ପୋଲିସ ଆନନ୍ଦ କୁମାର ନାମକ ଜଣେ ବେପାରୀଙ୍କୁ ଗିରଫ କରିଛି । ତା ପାଖରୁ ୨୫୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨୫…

କୋରୋନାର ନୂଆ ଭେରିଏଂଟ ନେଇ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି : ଡିଏମଇଟି

ଭୁବନେଶ୍ୱର- ଇନ୍ଦୋର ଓ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା କୋରୋନାର ନୂଆ ଭେରିଏଂଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, ଏହା ୧୦ ପ୍ରତିଶତ ଅଧିକ ସଂକ୍ରମିତ କରିପାରେ । ଡେଲଟା ପ୍ଲସ ପ୍ରଜାତିର ଏହା ନୂଆ ଭେରିଏଂଟ୍ । ଏ ପର୍ଯ୍ୟନ୍ତ ଏହା କେତେ…

ଦିଗପହଣ୍ଡି ବନାଞ୍ଚଳରେ ୯ ଟିକିଆ ହାତୀ ପଲ

ଦିଗପହଣ୍ଡି: ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ପହଞ୍ଚିଛନ୍ତି ରତନେଇ ଜଙ୍ଗଲରୁ ଆସିଥିବା ୯ ସଦସ୍ୟ ବିଶିଷ୍ଟ ହାତୀ ପଲ। ଗତକାଲି ରାତିରେ ହାତୀମାନେ ଆସି ମୌଳାଭଣଜା ଗାଁ ରାଧାନଗର ନିକଟ କେତେକ ଧାନ ଚାଷ ଜମିରେ ପଶି ଫସଲ ନଷ୍ଟ କରି ପକାଇଛନ୍ତି। ହାତୀଙ୍କ ଦଳାଚକଟାରେ…