ନିମାପଡା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ - ଦୁର୍ନୀତିଖୋର ଓ ଲାଂଚୁଆ ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ । ପୁରୀ ଜିଲ୍ଲା ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ କରିଛି । ତହସିଲଦାରଙ୍କଠାରୁ…

କରୋନା ଅପଡେଟ୍: କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୧୦,୪୨୩ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଗତି କ୍ରମାଗତ ଶିଥିଳ ପଡ଼ିବାରେ ଲାଗିଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୦,୪୨୩ ନୂଆ ମାମଲା ରୁଜୁ ହୋଇଛି, ଯାହା ଫେବୃଆରୀ ଦ୍ବିତୀୟ ସପ୍ତାହ ପରେ ସର୍ବନିମ୍ନ । ଏହା…

ଆଜିଠାରୁ ଭୁବନେଶ୍ୱର-ଜୟପୁର-ଭୁବନେଶ୍ୱର ବିମାନସେବା

ଭୁବନେଶ୍ୱର- ଆଜିଠାରୁ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ବିମାନ ସେବା ଆରମ୍ଭ ହେଉଛି । ସପ୍ତାହରେ ତିନି ଥର ଉଭୟ ସହର ମଧ୍ୟରେ ବିମାନ ଚଳାଚଳ ହେବ । ଇଣ୍ଡିଗୋ ଏୟାରଲାଇନ୍ସ ଏହି ସେବା ଯୋଗାଇ ଦେବ । ରାତି ୯ଟା ୨୦ମିନିଟରେ ଭୁବନେଶ୍ୱରର ଏକ ବିମାନ ଜୟପୁର ଯାତ୍ରା କରିବ । ସେହପରି ସଂଧ୍ୟା ୬ଟା…

ରାତିକ ଭିତରେ ପ୍ରବଳ ବର୍ଷା

ବ୍ରହ୍ମପୁର: ସୋମବାର ରାତିରେ ବ୍ରହ୍ମପୁର ମହାନଗର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ରାଜ୍ୟରୁ ମୌସୁମୀ ପ୍ରବାହ ପ୍ରାୟ ବିଦାୟ ନେଇ ସାରିଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତଥା ଘୁର୍ଣ୍ଣିବଳୟ ପ୍ରଭାବରେ ଗତ ୨/୩ ଦିନ ହେବ ପାଣିପାଗ ମେଘୁଆ ରହୁଛି। ତେବେ ସୋମବାର ରାତିତମାମ…

ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍, ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କଲେ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତ ଗସ୍ତ ପାଇଁ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏହି ସୂଚନା ଦେଇଛନ୍ତି। ସ୍କଟଲାଣ୍ଡର ଗ୍ଲାସଗୋରେ ସିଓପି୨୬ ଜଳବାୟୁ ଶିଖର ସମ୍ମିଳନୀ ଅବସରରେ…

ରାଜ୍ୟରେ ତଳମୁହଁ କୋରୋନା ଗ୍ରାଫ, ଲଗାତର ତୃତୀୟ ଦିନ ୪ଶହରୁ ତଳେ ଦୈନିକ ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ୩୨୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲଗାତର ତୃତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୧୯୧ ଓ ସ୍ଥାନୀୟ ଅଂଚଳରୁ ୧୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍…

ରାଜ୍ୟରେ କୋଭିଡ ଟିକାକରଣ ତ୍ୱରାନ୍ୱିତ ପାଇଁ ଆଜିଠାରୁ ଅଭିଯାନ

ଭୁବନେଶ୍ୱର- କୋଭିଡ ଟିକାକରଣ ତ୍ୱରାନ୍ୱିତ କରିବା ପାଇଁ ଆଜିଠାରୁ ରାଜ୍ୟରେ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଟିକା ନେଇ ନ ଥିବା ଓ ଗୋଟିଏ ଡୋଜ୍ ନେଇଥିବା ଲୋକଙ୍କ ତଥ୍ୟ ଘର ଘର ବୁଲି ସଂଗ୍ରହ କରାଯିବ । ଏହାପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ସେମାନଙ୍କୁ ଟିକା ଦେବାର ବ୍ୟବସ୍ଥା…