କୋଭିଡ ରୋଗୀଙ୍କ ଚିକିତ୍ସା ସାଂଗକୁ ମନୋରଞ୍ଜନ କରୁଛନ୍ତି ଡାକ୍ତର ଓ ସ୍ବାସ୍ୟକର୍ମୀ

ପିପିଇ କିଟରେ ନାଚି ନାଚି ରୋଗୀଙ୍କ ମନୋବଳ ବ୍ରୁଦ୍ଧି ସମ୍ବଲପୁର: କୋଭିଡ ଚିକିତ୍ସାରେ ଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନେ ବି ବର୍ତମାନ ସମୟରେ ଅନେକ ଚାପରେ ରହିଛନ୍ତି । ସେମାନଙ୍କ ଆଖି ସାମ୍ନାରେ ରୋଗୀଙ୍କ ସମେତ ସହକର୍ମୀଙ୍କ ମ୍ରୁତ୍ୟୁ ହେଉଥିବା ବି ଦେଖିବାକୁ ମିଳୁଛି ।…

ଶ୍ରୀଲଙ୍କା ଗସ୍ତରେ ଦ୍ରାବିଡ୍ ହେବେ ଭାରତୀୟ ଦଳର କୋଚ୍

‌ନୂଆଦିଲ୍ଲୀ: ଭାରତୀୟ ସୀମିତ ଓଭର ଦଳର ଶ୍ରୀଲଙ୍କା ଗସ୍ତରେ ପୂର୍ବତନ ଅଧିନାୟକ ତଥା ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ରାହୁଲ ଦ୍ରାବିଡ୍ କୋଚ ଦାୟିତ୍ୱ ତୁଲାଇବେ । ଜୁଲାଇରେ ଭାରତୀୟ ସୀମିତ ଓଭର ଦଳ ଶ୍ରୀଲଙ୍କା ଗସ୍ତରେ ଯିବ । ଦ୍ରାବିଡ୍ ଏହି ଗସ୍ତ ପାଇଁ କୋଚ୍ ହେବେ ବୋଲି…

ରଥଖଳାରେ ନିୟୋଜିତ ୮ ସେବାୟତ କୋରୋନା ପଜିଟିଭ

ପୁରୀ – ରଥକାମରେ ନିୟୋଜିତ ସେବାୟତଙ୍କ ମଧ୍ୟରୁ ୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୯ ଜଣଙ୍କୁ ସଂଗରୋଧରେ ରଖି କୋରୋନା ଟେଷ୍ଟ କରାଗଲା ପରେ ୩ ଜଣ ମହାରଣା ଓ ୫ ଭୋଇ ସେବାୟକ ପଜିଟିଭ ହୋଇଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଭୟ ଜେନା ସୂଚନା ଦେଇଛନ୍ତି । ରଥକଳାରେ କାର୍ଯ୍ୟରତ…

ସଂକ୍ରମିତ ଗାଁ ଗାଁ ବୁଲି ବିଧାୟକଙ୍କ ସଚେତନତା

ସମ୍ବଲପୁର: ବର୍ତମାନ କରୋନାର ଦ୍ବିତୀୟ ଲହର ଗ୍ରାମାଞ୍ଚଳକୁ ଅଧିକ ସଂକ୍ରମିତ କରିଛି । ତେବେ ଗ୍ରାମାଞ୍ଚଳରେ ସଚେତନତାର ବି ଅଭାବ ରହୁଛି । ଏଭଳି ସ୍ଥିତିରେ ଗାଁ ଗାଁରେ ସଚେତନତାର କାମରେ କୁଚିଣ୍ଡା ବିଧାୟକ ଲାଗି ପଡିଛନ୍ତି । କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ଠାକୁର ନିକ୍ତିମାଲ…

ଏବେ ଘରେ କରିହେବ କରୋନା ଟେଷ୍ଟ, ଟେଷ୍ଟିଂ କିଟ୍‌କୁ ଆଇସିଏମ୍‌ଆର ଦେଲା ମଞ୍ଜୁରି

ନୂଆଦିଲ୍ଲୀ: ଏଣିକି ଲୋକେ ଘରେ ନିଜର କୋଭିଡ୍ ଟେଷ୍ଟ କରିପାରିବେ । ଏନେଇ ଏକ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍‌କୁ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମ୍‌ଆର) ମଞ୍ଜୁରି ଦେଇଛି । ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି ଯେ, କରୋନା ଲକ୍ଷଣ ଥିବା ଲୋକ ଏହି ଘରୋଇ ଟେଷ୍ଟିଂ କିଟ୍…

ବାତ୍ୟା ୟାସ୍‌ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରାକ୍ ପ୍ରସ୍ତୁତି , ବିଭିନ୍ନ ବିଭାଗର ସଚିବଙ୍କ ସହ ଏସଆରସିଙ୍କ…

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଇଏମଡି ଡିଜି ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟିକୁ…

ଭାରତରେ ଖସୁଛି ଟିକାକରଣ ଗ୍ରାଫ୍, କ୍ରମାଗତ ଷଷ୍ଠ ଦିନ ଧରି ଦିଆଯାଇଛି ୨୦ ଲକ୍ଷରୁ କମ୍ ଡୋଜ୍

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଟୀକାକରଣ ଏବେ ପ୍ରମୁଖ ଅସ୍ତ୍ର ସାଜିଛି। କିନ୍ତୁ ଟିକା ଅଭାବ ଯୋଗୁଁ ଭାରତର ଅନେକ ଜିଲ୍ଲାରେ ଟିକାକରଣ ଅଭିଯାନ ବାଧାପ୍ରାପ୍ତ ହୋଇଛି । ଟିକାକରଣ ଗ୍ରାଫ୍ ବଢ଼ିବା ପରିବର୍ତ୍ତେ ଖସିବାରେ ଲାଗିଛି । କ୍ରମାଗତ ଷଷ୍ଠ ଦିନ ପାଇଁ ବୁଧବାର ୨୦ ଲକ୍ଷରୁ କମ୍…

ଗଞ୍ଜାମ ଜିଲ୍ଲାରେ କୋଭିଡ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ, ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ସଂପର୍କରେ ବି…

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ କୋଭିଡ ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଭିଡିଓ କନଫରେନସିଂ ଜରିଆରେ ଜିଲ୍ଲାପାଳ ସବୁ ବ୍ଲକ୍ ଓ ଏନଏସି ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ଏହାଛଡା ଆସନ୍ତା ସମ୍ଭାବ୍ୟ…

କରୋନା ସଙ୍କଟ: କ୍ରମାଗତ ତୃତୀୟ ଦିନ ବଢ଼ିଲା ସଂକ୍ରମଣ, ଆଉ ୨.୭୬ ଲକ୍ଷ ମାମଲା, ୩୮୭୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସ୍ଥିରତା ରହୁନାହିଁ। କ୍ରମାଗତ ତୃତୀୟ ଦିନ ପାଇଁ ନୂଆ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୬,୧୧୦ ନୂଆ କରୋନା ମାମଲା ଆସିଛି ଏବଂ…