ବ୍ଲାକ୍ ଫଙ୍ଗ୍‌ସକୁ ମହାମାରୀ ଘୋଷଣା କରିବାକୁ ରାଜ୍ୟଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଠାରେ ଏବେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋରମାଇକୋସିସ୍ ସମସ୍ୟା ଚିନ୍ତାର କାରଣ ହୋଇଛି । ବ୍ଲାକ୍ ଫଙ୍ଗସ୍ ମାମଲା ଏବେ ଦେଶରେ ବଢୁଥିବାରୁ ଏହି ରୋଗକୁ ମହାମାରୀ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲାକ୍…

୨୫ ତାରିଖରେ ବାତ୍ୟାର ରୂପ ନେଇପାରେ ଲଘୁଚାପ : ଆଇଏମଡି

ଭୁବନେଶ୍ୱର- ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ ଏହା ବାତ୍ୟାର ରୂପ ନେବ । ଭାରତୀ ପାଣିପାଗ ବିଭାଗ -ଆଇଏମଡି ଏହି ପୂର୍ବାନୁମାନ କରିଛି । ମେ ୨୬ ତାରିଖ ସଂଧ୍ୟାରେ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଆଇଏମଡି…

ରଥ ନିର୍ମାଣ ସେବାୟତଙ୍କୁ ମିଳିବ ଏନ୯୫ ମାସ୍କ ଓ ସାନିଟାଇଜର : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ- ରଥ ନିର୍ମାଣ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି ଯେ, କୋରୋନା ସଂକ୍ରମିତ ୮ ରଥ ନିର୍ମାଣ ସେବାୟତଙ୍କୁ କୋଭିଡ କେନ୍ଦ୍ରରେ ରଖାଯାଇଛି । ସବୁ ରଥ ନର୍ମାଣ ସେବାୟତଙ୍କୁ ଏନ୯୫ ମାସ୍କ ଓ ସାନିଟାଇଜର ମିଳିବ । ରଥଖଳାକୁ ବାହାର ଲୋକଙ୍କ ପ୍ରବେଶ ଉପରେ…

ସାନପୁଅ ପ୍ରଶାନ୍ତଙ୍କ ପରେ ଆଖି ବୁଜିଲେ ସ୍ୱର୍ଗତଃ ରଘୁନାଥ ମହାପାତ୍ରଙ୍କ ବଡପୁଅ ଯଶୋବନ୍ତ

ଭୁବନେଶ୍ୱର- ବିଶିଷ୍ଟ ସ୍ଥପତି ପଦ୍ମଭୂଷଣ ସ୍ୱର୍ଗତଃ ରଘୁନାଥ ମହାପାତ୍ରଙ୍କର ବଡପୁଅ ଯଶୋବନ୍ତ ମହାପାତ୍ରଙ୍କର ମଧ୍ୟ କୋରେ।।ନରେ ମୃତ୍ୟୁ ହୋଇଛି । ଯଶୋବନ୍ତ ସମ୍ କୋଭିଡ ହସପିଟାଲରେ ଗତକାଲି ଭର୍ତ୍ତି ହୋଇଥିଲେ । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା…

କୋଭିଡ ରୋଗୀଙ୍କ ଚିକିତ୍ସା ସାଂଗକୁ ମନୋରଞ୍ଜନ କରୁଛନ୍ତି ଡାକ୍ତର ଓ ସ୍ବାସ୍ୟକର୍ମୀ

ପିପିଇ କିଟରେ ନାଚି ନାଚି ରୋଗୀଙ୍କ ମନୋବଳ ବ୍ରୁଦ୍ଧି ସମ୍ବଲପୁର: କୋଭିଡ ଚିକିତ୍ସାରେ ଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନେ ବି ବର୍ତମାନ ସମୟରେ ଅନେକ ଚାପରେ ରହିଛନ୍ତି । ସେମାନଙ୍କ ଆଖି ସାମ୍ନାରେ ରୋଗୀଙ୍କ ସମେତ ସହକର୍ମୀଙ୍କ ମ୍ରୁତ୍ୟୁ ହେଉଥିବା ବି ଦେଖିବାକୁ ମିଳୁଛି ।…