ଲକ୍ଷଦ୍ୱୀପ: ‘ଜୈବିକ ଅସ୍ତ୍ର’ ମନ୍ତବ୍ୟ ନେଇ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା
ଥିରୁଭନନ୍ତପୁରମ: ଲକ୍ଷଦ୍ୱୀପ ପ୍ରଶାସକଙ୍କ ମନମୁଖୀ ନିଷ୍ପତ୍ତି ବିରୋଧରେ ସ୍ୱର ଉଠାଇବାରୁ ଆଏଶା ସୁଲତାନା ନାମ୍ନୀ ଜଣେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ରୁଜୁ କରାଯାଇଛି । ଲକ୍ଷଦ୍ୱୀପ ପ୍ରାଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କ କୋଭିଡ୍ ପରିଚାଳନାକୁ ସମାଲୋଚନା କରିବା ସହ…