ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ସାରା ଦେଶରେ ପ୍ରତୀକାତ୍ମକ ବିକ୍ଷୋଭ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରରେ କ୍ରମାଗତ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ଦେଶର ବିଭିନ୍ନ ପଟ୍ରୋଲ ପମ୍ପ୍ ସମ୍ମୁଖରେ ଦୁଇ ଘଣ୍ଟିଆ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଦେଶର ଅନେକ ରାଜ୍ୟରେ ତୈଳଦର ୧୦୦ ଟପିଛି । ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଜି…

କରୋନା ଅପଡେଟ୍‌: ଭାରତରେ ୯୧,୭୦୨ ନୂଆ ସଂକ୍ରମିତ ଚିହ୍ନଟ, ୩୪୦୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି । କ୍ରମାଗତ ଚତୁର୍ଥ ଦିନ ଧରି ଦୈନିକ ମାମଲା ଲକ୍ଷେ ତଳେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୯୧,୭୦୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ସ୍ଥିର ରହିଥିଲେ ବି ମୃତ୍ୟୁସଂଖ୍ୟା ଖସୁ ନାହିଁ । ଦିନକରେ ଏହି ରୋଗରେ ଆଉ…

ପ୍ରଫେସର ରାଧାମୋହନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ସୂଚନା କମିଶନର ପ୍ରଫେସର ରାଧାମୋହନ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସ୍ବର୍ଗତ ରାଧମୋହନଙ୍କୁ ଜଣେ ବିଶିଷ୍ଟ ପରିବେଶବିତ୍ ତଥା ଶିଷାବିତ୍ ଭାବରେ ବର୍ଣ୍ଣନା କରିଛନ୍ତି ।…

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

ଭୁବନେଶ୍ୱର- ବିଶିଷ୍ଟ ଶିକ୍ଷାବିତ, ସାମାଜିକ କର୍ମୀ ଓ ପରିବେଶବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ ହୋଇଯାଇଛି । ରାଜ୍ୟ ସୂଚନା କମିଶନର ବି ଥିଲେ ସ୍ୱର୍ଗତଃ ରାଧାମୋହନ । ଗତକାଲି ତାଙ୍କର ଦେହାନ୍ତ ହୋଇଛି । ତାଙ୍‌ତୁ ୭୮ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁ ସେ ରାଜଧାନୀର ଏକ…

ରାଜ୍ୟରେ ୬ ହଜାରରୁ ତଳେ ଦୈନିକ କୋରୋନା ସଂକ୍ରମଣ, ଦିନକରେ ୫୨୩୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ଥରେ ୬ ହଜାରରୁ କମ୍ ରହଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫ ହଜାର ୨୩୫ ସଂକ୍ରମିତ । ସଙ୍ଗରୋଧରୁ ୨ ହଜାର ୯୫୭ ଓ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୨୭୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬, କଟକରୁ ୫୫୭,…

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ଶିଖର ଧାଓ୍ବନ ଅଧିନାୟକ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତରେ ଭେଟେରାନ ଓପନର ଶିଖର ଧାଓ୍ବନ ଦଳର ନେତୃତ୍ବ ନେବେ । ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦିଆଯାଇଛି। ଚେତନ ସାକାରିଆ, ନୀତୀଶ ରାଣା, ଦେବଦତ୍ତ ପାଡିକ୍ଲଲ ଏବଂ କୃଷ୍ଣପ୍ପା ଗୌତମଙ୍କ ଭଳି…

ଶ୍ରୀମନ୍ଦିରରେ ସାବିତ୍ରୀ ଅମାବାସ୍ୟା ନିତି ପାଳିତ

ପୁରୀ: ଶ୍ରୀମନ୍ଦିରରେ ଯଥାବିଧି ସାବିତ୍ରୀ ଅମାବାସ୍ୟା ନିତି ଆଜି ପାଳିତ ହୋଇଯାଇଛି । ଏଥିପାଇଁ ଶ୍ରୀଜିଉଙ୍କ କି ବିଶେଷ ନୀତି ସମ୍ପର୍ଣ୍ଣ ହୋଇଥିଲା । ଜ୍ୟେଷ୍ଠ ଅମାବାସ୍ୟା ହେଉଛି ସାବିତ୍ରୀ ଅମାବାସ୍ୟା । ଏହି ଦିନଟି ଓଡ଼ିଆ ଗୃହୀଣୀଙ୍କ ଏକ ବିଶେଷ ଦିନ । ଓଡିଶାର ପୁରପଲ୍ଲୀରେ ଏହାକୁ…