ରାଜ୍ୟରେ ନିମ୍ନଗାମୀ ହେବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ, ଦିନକରେ ୮୩୯୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୧୦୨

ଭୁବନେଶ୍ୱର- ରାଜ୍ୟରେ ଆଉ ୮ ହଜାର ୩୯୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୭୪୧ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୬୫୮ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧କୁ ବୃଦ୍ଧି ହୋଇଛି । ଏ ଯାଏ ୬ ଲକ୍ଷ ୯୨ ହଜାର ୨୭ ରୋଗୀ ସୁସ୍ଥ…

ବିଦେଶରୁ ଟିକା ଆଣିବା ପାଇଁ ତତ୍ପରତା, ଫାଇଜର ଓ ମଡେର୍ଣ୍ଣାକୁ ଆଇନଗତ ସୁରକ୍ଷା ଦେବାକୁ ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତରେ ଟିକା ଅଭାବ ଯୋଗୁଁ ଧିମେଇ ଯାଇଥିବା ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ବିଦେଶରୁ ଫାଇଜର ଓ ମଡେର୍ଣ୍ଣା ଭଳି ଟିକା ମଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ବିଦେଶୀ ଟିକା ଯେଭଳି ଶୀଘ୍ର ଭାରତରେ ଉପଲବ୍ଧ ହେବ ସେଥିପାଇଁ ଭାରତ ସରକାର କିଛି ସର୍ତ୍ତ…

ରାଜ୍ୟରେ ଦିନକରେ ୪୦ କୋଭିଡ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହିତ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨ ହଜାର ୮୩୧କୁ ବୃଦ୍ଧି ପାଇଛି । ଅନୁଗୁଳ, କଟକ, ଖୋର୍ଦ୍ଧା ଓ କଳାହାଣ୍ଡିରେ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଝାରସୁଗୁଡା ଜିଲ୍ଲାରୁ ୪, ବୌଦ୍ଧ ଓ ରାୟଗଡାରୁ ୩ ଜଣ ଲେଖାଏଁ…

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଆଦିବାସୀ ଉନ୍ନୟନ ସମବାୟ ନିଗମର ଜିଲ୍ଲା ପରିଚାଳକ

ସୁନ୍ଦରଗଡ- ସୁନ୍ଦରଗଡ ଆଦିବାସୀ ଉନ୍ନୟନ ସମବାୟ ନିଗମ-ଟିଡିସିସିର ଜିଲ୍ଲା ପରିଚାଳକ ଜୟ ପ୍ରକାଶ ମହାନ୍ତିଙ୍କୁ ଭିଜିଲାନ୍ସ ଧରିଛି । ଆଜି ସକାଳେ ଜୟପ୍ରକାଶଙ୍କୁ ଧରିଛି ଭିଜିଲାନ୍ସ । ସୁନ୍ଦରଗଡ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ୱରେ ଏକ ଟିମ୍ ଜୟପ୍ରକାଶଙ୍କ ପିଛା କରି…

ପ୍ରତିଭାକୁ ରୋକିପାରିନି ମହାମାରୀ ସଙ୍କଟ

ବୟସ ମାତ୍ର ୧୧ ବର୍ଷ। ହେଲେ ତାଙ୍କ ଭିତରେ ରହିଥିବା ପ୍ରତିଭାକୁ ରୋକିପାରିନି କରୋନା ମହାମାରୀ ସଙ୍କଟ। ବରଂ ଏହି ବିଷମ ସମୟରେ ସେ ନିଜ ଦକ୍ଷତାର ଉପଯୋଗ କରି କିଛି ନିଆରା କରି ଦେଖାଇଛନ୍ତି। ପ୍ରସ୍ତୁତ କରିଛରି ଏପରି ଏକ ଆପ୍ ‘କରୋନା ଭାଇରସ୍ ହ୍ୟୁମାନ୍ ଡିଟେକ୍ଟର ସିଷ୍ଟମ୍’ ଯାହାଦ୍ୱାରା…

ଦେଶର ୨୩% ଲୋକ ଟିକା ପାଇଁ ଦେଇଛନ୍ତି ହଜାରେରୁ ଉର୍ଦ୍ଧ୍ବ ଟଙ୍କା

ନୂଆଦିଲ୍ଲୀ: ଏକ ସର୍ଭେ ଅନୁଯାୟୀ ଦେଶର ୨୩ ପ୍ରତିଶତ ନାଗରିକ କୋଭିଡ ଟିକା ପାଇଁ ହଜାରେରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି। କୋଭିସିଲ୍ଡର ଗୋଟିଏ ଡୋଜ ପାଇଁ ସେମାନଙ୍କୁ ୧୦୦୦-୧୨୦୦ ଟଙ୍କା ଏବଂ କୋଭାକ୍ସିନ୍ ର ପ୍ରତି ଡୋଜ୍ ପାଇଁ ୧୫୦୦-୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ପ୍ରାୟ ୭୩…

ଭାରତରେ ଆଉ ୧.୩୨ ଲକ୍ଷ ନୂଆ କରୋନା ଆକ୍ରାନ୍ତ, ୩୨୦୭ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୨ ହଜାର ୭୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଏହି ସଂଖ୍ୟା ସାମାନ୍ୟ ବଢ଼ିଛି । ଦିନକରେ ଏହି ରୋଗରେ ୩୨୦୭ ଜଣ ପ୍ରାଣ ହରାଇଛନ୍ତି । ପୁଣି ୨ ଲକ୍ଷ ୩୧ ହଜାର ୪୫୬ ଲୋକ ସୁସ୍ଥ ହୋଇଛନ୍ତି । ଗତକାଲି ଦେଶରେ ୧.୨୭ ମାମଲା…