କୋଭିଡ୍ ସମୟରେ ରୋଗୀଙ୍କୁ ଟେଲି ପରାମର୍ଶ ଯୋଗାଉଛି ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ହେଲ୍ପଲାଇନ୍
ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଜିଲ୍ଲା ହେଲ୍ପଲାଇନ୍ ଏବଂ ରାଉରକେଲା କୋଭିଡ୍ ହେଲ୍ପଲାଇନ୍। ଏହା ଜରିଆରେ ବିଭିନ୍ନ ବିଷୟରେ ଲୋକଙ୍କୁ ସୂଚନା ଓ ପରାମର୍ଶ ଦିଆଯାଉଛି। ବିଶେଷକରି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ…