ପଶ୍ଚିମବଙ୍ଗରେ ମେ ୧୬ ରୁ ୩୦ ସମ୍ପୂର୍ଣ୍ଣ ଲକଡାଉନ୍
କୋଲକାତା: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମମତା ବାନାର୍ଜୀ ସରକାର ରାଜ୍ୟରେ ମେ ୧୬ରୁ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ଥିବା ବେଳେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ । ସବୁ…