ଅକ୍ସିଜେନ ଯୋଗାଣରେ ଓଡିଶାର ରେକର୍ଡ, ୧୦ ହଜାର ମେଟ୍ରିକ ଟନ୍ ଟପିଲା ଅକ୍ସିଜେନ ଯୋଗାଣ

ଭୁବନେଶ୍ୱର- କୋରୋନା ମହାମାରୀର ଭୟଙ୍କର ଦ୍ୱିତୀୟ ଲହର ସଂଗୀନ୍ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଇ ସହାୟତାର ହାତ ବଢାଇଛି ଓଡିଶା । ଏ ଯାଏଁ ଓଡିଶା ରେକର୍ଡ ପରିମାଣରେ ଅକ୍ସିଜେନ ଅନ୍ୟରାଜ୍ୟକୁ ଯୋଗାଇଛି । ଗତକାଲି ସୁଦ୍ଧା ଓଡିଶା ୧୦ ହଜାର ୨୭୦ ମେଟ୍ରିକ…

ଆନ୍ଧ୍ର ପ୍ରଦେଶ: ଅକ୍ସିଜେନ୍ ଅଭାବରୁ ୧୧ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ତିରୁପତି: ଅକ୍ସିଜେନ ନ ପାଇ ପୁଣି କୋଭିଡ୍ ରୋଗୀଙ୍କ ଜୀବନ ଯାଇଛି । ଅକ୍ସିଜେନ୍ ଯୋଗାଣରେ ବିଳମ୍ବ ଯୋଗୁଁ ଆଇସିୟୁରେ ଥିବା ୧୧ ଜଣ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ସୋମବାର ବିଳମ୍ବିତ ରାତିରେ ଆନ୍ଧ୍ର ପ୍ରଦେଶ ତିରୁପତିର ଏକ ସରକାରୀ ହସ୍ପିଟାଲରେ ଘଟିଛି । ଅକ୍ସିଜେନ ପ୍ରେସର…

ଭାରତରେ ଆଉ ୩.୨୯ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୩୮୭୯ ମୃତ

ନୂଆଦିଲ୍ଲୀ: ସମ୍ପ୍ରତି କରୋନା ସଂକ୍ରମଣର ଭୟଙ୍କର ଦ୍ୱିତୀୟ ଲହରୀରେ ଛଟପଟ ହେଉଥିବା ଭାରତରେ ଗତ ୨୪ ଘଣ୍ଟାରେ ଆଉ ୩୨୯,୯୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ଘାତକ ରୋଗରେ ୩୮୭୯ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୨,୯୯୨,୫୧୭ରେ…

ଭାରତୀୟ ଷ୍ଟ୍ରେନ୍ ବିଶ୍ୱ ପାଇଁ ଚିନ୍ତାଜନକ: ଡବ୍ଲୁଏଚ୍‌ଓ

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଭାରତୀୟ ଷ୍ଟ୍ରେନ୍ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଭାରତରେ ମିଳିଥିବା ‘ବି.୧.୬୧୭’ ଷ୍ଟ୍ରେନ୍ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଏହି ଷ୍ଟ୍ରେନ୍ ଉପରେ ଅଧିକ ଗବେଷଣା ଜରୁରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) କହିଛି । କରୋନାର…

୫ ଦିନ ପରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୦ ହଜାର ତଳକୁ ଖସିଲା, ୯ ହଜାର ୭୯୩ ନୂଆ ଆକ୍ରାନ୍ତ, ୧୮ ମୃତ

ଭୁବନେଶ୍ୱର- ୫ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ୯ ହଜାର ୭୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫ ହଜାର ୫୩୪ ଓ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୨୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…

କୋଭିଡ ଟିକା ଗ୍ଲୋବାଲ ଟେଣ୍ଡର ପାଇଁ ୨ଟି କମିଟି ଗଠିତ

ଭୁବନେଶ୍ୱର - କୋଭିଡ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବାକୁ କ୍ୟାବିନେଟ ନିଷ୍ପତି ନେଲା ପରେ ବୈଷୟିକ ଓ ମ୍ୟାନେଜରିଆଲ ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର । ବୈଷୟିକ ଟିମ୍ ରେ ୧୦ ଜଣ ଓ ମ୍ୟାନେଜରିଆଲ ଟିମ୍ ରେ ୯ ଜଣ ସଦସ୍ୟ ଅଛନ୍ତି । ବୈଷୟିକ ଟିମରେ ଡିଏମଇଟି, ଆରଏମଆରସି ନିର୍ଦ୍ଦେଶ କ…

ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ନେଇ ବରିଷ୍ଠ ଅଧିକାରୀଙ୍କ ସହ ପୁରୀ ଗଜପତିଙ୍କ ଆଲୋଚନା

ପୁରୀ- ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ସଂପର୍କରେ ଆଲୋଚନା ପାଇଁ ପୁରୀ ମହାରାଜା ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ବସିଛି । ବୈଠକରେ କୋଭିଡ ପ୍ରୋଟକଲ କଡାକଡି ପାଳନ କରାଯାଇ ଚନ୍ଦନ ଯାତ୍ରା ସହ ଜଡିତ ରୀତିନୀତି ସୂଚାରୁ ରୂପେ କିଭଳି ସଂପନ୍ନ…

ଓଡିଶାର କୋଭିଡ ଲଢେଇରେ ଆଉ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ : ଟୀକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ୱର-କୋଭିଡ ମୁକାବିଲା କ୍ଷେତ୍ରରେ ଆଉ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଶ୍ୱର ପ୍ରମୁଖ ଟୀକା ଉତ୍ପାଦନକାରୀ କଂପାନୀରୁ ଟୀକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି…