ପ୍ରଧାନମନ୍ତ୍ରୀଙ୍କ କୋଭିଡ୍‌-୧୯ ସମୀକ୍ଷା ବୈଠକରେ ଯୋଗଦେବେ ନାହିଁ ମମତା

ନୂଆଦିଲ୍ଲୀ - ଦେଶରେ କୋଭିଡ୍‌-୧୯ ସ୍ଥିତି ଉପରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଡାକିଥିବା ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେ ନାହିଁ । ମମତାଙ୍କ ସ୍ଥାନରେ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ଏହି ବୈଠକରେ ପଶ୍ଚିମବଙ୍ଗର ପ୍ରତିନିଧିତ୍ୱ…

ଏଣିକି ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ଆର୍ଥିକ ବିକାଶରେ ଲଗାଇବେ ମିଶନ ଶକ୍ତି ମହାସଂଘ : ଦୁଇମାସ ମଧ୍ୟରେ ଏସବୁ…

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କ ରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ,ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଭାଇରସର ବର୍ତ୍ତମାନ ଷ୍ଟ୍ରେନ୍‌, ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଅଧିକ କ୍ଷତିକାରକ : ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର-କୋରୋନା ସ୍ଥିତି ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଭାଇରସର ବର୍ତ୍ତମାନ ଷ୍ଟ୍ରେନ୍‌, ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଅଧିକ କ୍ଷତିକାରକ । ବର୍ତ୍ତମାନ ଯେଭଳା ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି, ତାହା ଚିନ୍ତାଜନକ ବୋଲି ପରିଡା କହିଛନ୍ତି । ନୂଆ ଷ୍ଟ୍ରେନ୍ ଉପରେ…

ଆଜି କେନ୍ଦ୍ରରୁ ଟିକା ନ ଆସିଲେ ଶନିବାରରୁ ଟିକାକରଣ ବନ୍ଦ

ଭୁବନେଶ୍ୱର- ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି । ଆଜି ସଂଧ୍ୟା ସୁଦ୍ଧା ଟିକା ନ ଆସିଲେ ଶନିବାରରୁ ଟିକାକରଣ ବନ୍ଦ ହୋଇଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ରାଜ୍ୟରେ ଟିକାକରଣ ଲାଗି ଦିନକୁ ୨ ଦଶମିକ ୫ ଲତ୍ର ଟିକା ଦରକାର । ଓଡିଶାରେ ମାତ୍ର -୦.୫ ଟିକା ନଷ୍ଟ…

ଭୁବନେଶ୍ୱରରେ ଲକଡାଉନ, ସଟଡାଉନ୍ କଥା ଚିନ୍ତା କରାଯାଉନାହିଁ : ବିଏମସି କମିଶନର

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ନେଇ ବିଏମସି ସଜାଗ ରହିଥିବା କହିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ଯେ, ବର୍ତ୍ତାନ ଲକ୍‌ଡାଉନ ଓ ସଟ୍‌ଡାଉନ କଥା ଚିନ୍ତା କରାଯାଉ ନାହିଁ । ଏନଫୋର୍ସମେଂଟ୍ , ମାଇକ୍ରୋ କଂଟେନମେଂଟ୍ ଓ ସଚେତନତା ଉପରେ ବିଏସପି ଗୁରୁତ୍ୱ ଦେଉଥିବା…