ମାଓବାଦୀ ଆକ୍ରମଣରେ ସହିଦ ଓଡିଆ ଯବାନ ସୁବାସ ନାଏକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଛତିଶଗଡର ସୁକମାରେ ମାଓବାଦୀଙ୍କ ସହ ଲଢି ସହିଦ ହୋଇଥିବା ଓଡିଆ ବୀର ଯବାନ ସୁବାସ ନାଏକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ସାହସ, ପରାକ୍ରମ ଓ ବଳିଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ…

ଫେର ଘାଏ ପଛିମ୍ ଉଡିଶା ଲାଗି ଦରଦ୍ ଦେଖାଲେ ନବୀନ ବାବୁ

ସମ୍ବଲପୁର : ରାଏଜ୍ ସରକାର ସଠିକ୍ ସମିଆଁ ଥି ସଠିକ୍ କାମ୍ କରିବାର ଲାଗି ହିଁ କରୋନାର ପହେଲା ଲହର୍ କେ ଜିତି ହେଇଥିଲା । ଆର୍ ଇହାଦେ ୨ ନମର ଲହର କେ ଭିଲ୍ ଜିତବାର୍ ଲାଗି ସରକାର କମର୍ କଷି ସାରଲେନ । ଇଥିଁ ଆମର ପଛିମ୍ ବାହି ଲାଗି ମୁଖ୍ୟମନ୍ତ୍ରୀ ଖାସ୍ କରି ନଜର ପକେଇଛନ୍ତି । ଇତାର୍ ଲାଗି…

ପିପିଲି ଲଢେଇ : ତିନି ଦଳର ପ୍ରସ୍ତୁତି ଜୋରଦାର, ବିଜେଡିର ପଲ୍ଲା ଭାରି

ପିପିଲିରେ ଚାଲିଛି ଏବେ ନିର୍ବାଚନୀ ଘମାଘୋଟ। ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲିଥିବା ଏହି ବିଧାନସଭା ଆସନରେ ଏବେ ଭୋଟ ଯୁଦ୍ଧ ଆଗେଇ ଚାଲିଛି । ରଣାଙ୍ଗନରେ ଯଦିଓ ଅନେକ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି, ତେବେ ରାଜ୍ୟର ଶାସକ ଦଳ ବିଜେଡିର ପ୍ରାର୍ଥୀ ସାଜିଛନ୍ତି ସ୍ବର୍ଗତ…

ମହିଳାଙ୍କ ପରିଚୟ ପାଇଁ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଖୋର୍ଦ୍ଧା ଯାଁଆଳା ଫାଣ୍ଡି ପରିସରରେ ଥିବା କାର୍ ରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ମହିଳାଙ୍କ ପରିଚୟ ପାଇବାକୁ ଜୋରଦାର ପ୍ରୟାସ ଚଳାଇଛି କମିଶନରେଟ ପୋଲିସ । ମହିଳାଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର । ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।…

କୋଭିଡ ନିୟମ କଡାକଡି ଭାବେ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ପଶ୍ଚିମ ଓଡିଶା ଗସ୍ତରେ ଯିବେ ସିଏସ ଓ ଏସିଏସ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ୧୦ ଦିନିଆ ପୋଲିସ ଅଭିଯାନ ଆରମ୍ଭ ହେବ । ନିୟମ ନ ମାନିଲେ ଅମାନିଆଙ୍କୁ ସାବାଡ୍ କରାଯିବ । କୋଭିଡ ନିୟମ…

କ୍ୟାଟ୍ରିନା କୈଫ୍‌ଙ୍କୁ କରୋନା

ମୁମ୍ବାଇ – କରୋନା କବଳିତ ବଲିଉଡ୍ ତାରକାଙ୍କ ତାଲିକା ଲମ୍ବିବାରେ ଲାଗିଛି । ଏବେ ଏହି ତାଲିକାରେ ଯୋଡି ହୋଇଯାଇଛନ୍ତି ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ସେ କରୋନା ପଜିଟିଭ୍ ହୋଇଛନ୍ତି । ଆଜି ଏକ ଇନଷ୍ଟାଗ୍ରାମ୍ ପୋଷ୍ଟରେ କ୍ୟାଟ୍ରିନା ଏହି ସୂଚନା ଦେଇଛନ୍ତି । ସେ କୋଭିଡ୍‌-୧୯…

୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆଇଏମଏର ଚିଠି

ନୂଆଦିଲ୍ଲୀ – ଦେଶରେ କୋଭିଡ୍‌-୧୯ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ଟିକାକରଣ ତୁରନ୍ତ ଆରମ୍ଭ କରିବାକୁ ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛି । ଭାରତରେ ଦୈନିକ କରୋନା ମାମଲାରେ କ୍ରମାଗତ…