ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣାରେ ବିଜେଡି ଓ କଂଗ୍ରେସର ଉଦବେଗ

ଭୁବନେଶ୍ୱର: ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ। ଉଦବେଗ ପ୍ରକାଶ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ। ଶାସକ ଦଳ ସଦସ୍ୟ ଭୁପିନ୍ଦର ସିଂ କହିଛନ୍ତି ଘଟଣା ଅତ୍ୟନ୍ତ ଦୁଖଦାୟକ। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଦେଶରେ ସବୁଦୃଷ୍ଟିରୁ ସମ୍ମାନ ରହିଛି।…

କଟକ ବଡ ଡାକ୍ତରଖାନାରେ ଦଲାଲ ହଟାଅ ଅଭିଯାନ

କଟକ- କଟକ ବଡ ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବାକୁ ଆରମ୍ଭ ହୋଇଛି ଅଭିଯାନ । ବଡ ଡାକ୍ତରଖାନା ପରିସରକୁ ଘରୋଇ ଆମ୍ବୁଲାନ୍ସ ଯାଇପାରିବ ନାହିଁ । ରୋଗୀ ଛାଡିବା ପରେ ମେଡିକାଲରେ ରହି ପାରିବ ନାହିଁ ଘରୋଇ ଆମ୍ବୁଲାନ୍ସ । ଦଲାଲଙ୍କ କଥାରେ ନ ପଡିବାକୁ ସବୁ ୱାର୍ଡରେ ସଚେତନ କରାଯିବ । ଯଦି…

କେବଳ ୨୫ ଦଣ୍ଡୁଆଙ୍କୁ ନେଇ ଗଂଜାମରେ ହେବ ଦଣ୍ଡନାଚ, ରାତିରେ ପାରମ୍ପରିକ ନାଚଗୀତ ମନା

ବ୍ରହ୍ମପୁର – କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଦଣ୍ଡନାଚରେ କିଛି କଟକଣା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ପ୍ରତ୍ୟେକ ଦଣ୍ଡନାଚ ପାର୍ଟିରେ ଅତିକମରେ ୨୫ ଜଣ ହିଁ ରହିବେ । ରାତିରେ ଆଉ ପାରମ୍ପରିକ ନାଟକ ହେବ ନାହିଁ । ସଂପୂର୍ଣ୍ଣ କୋରୋନା କଟକଣା…

କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ କଟକ ସହରରେ ଏପ୍ରିଲ ୬ରୁ ଲାଗୁ ହେବ ନୂଆ କୋଭିଡ କଟକଣା

କଟକ - କୋରୋନା ସଂକ୍ରମଣ ବଢୁଥିବା ବେଳେ କଟକ ମହାନଗର ନିଗମ ଏହାର ନିୟନ୍ତ୍ରଣ ନେଇ ତତ୍ପର ହୋଇ ଉଠିଛି । ଏହିମାସ ୬ ତାରିଖରୁ କଟକରେ ଲାଗୁ ହେବା ନୂଆ କୋଭିଡ କଟକଣା । କୋରୋନା ସଂକ୍ରମଣ ଦୃଷ୍ଟିରୁ କଟକ ମହାନଗର ନିଗମ ଜାରି କରିଛି ନୂଆ ଗାଇଡଲାଇନ୍ । କାର୍ଯ୍ୟକ୍ରମ, ସମାବେଶ, ସମ୍ମିଳନୀ ଓ…

କରୋନା ଲେଉଟାଣି ଭୟ: ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କଲେ ସରକାର

ଭୁବନେଶ୍ବର: ଦିନକୁ ଦିନ କରୋନାର ଦ୍ବିତୀୟ ଲହର ଏକ ଭୟକଂର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଯଦିଓ ରାଜ୍ୟର ସ୍ଥିତି ନିୟନ୍ତ୍ରଣରେ ଅଛି ତଥାପି ରାଜ୍ୟ ସରକାର ଏହାକୁ ହାଲୁକା ଭାବରେ ନେଉନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ସରକାର କୋଭିଡ ସମ୍ଭେଦେନଶୀଳ ଏବଂ ସୀମାନ୍ତବର୍ତ୍ତୀ…

ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ପିଙ୍ଗିଲେ ବିରୋଧି

ଘୃଣ୍ୟ ପରାମ୍ପରା ସୃଷ୍ଟି କଲେ ବିରୋଧୀ ବିଧାୟକ  ଭୁବନେଶ୍ୱର: ବିଧାନସଭାରେ ବିଜେପି ସଦସ୍ୟଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ, ହେଡ଼ଫୋନ ଓ କାଗଜ ଫିଙ୍ଗିଲେ ବିରୋଧି । ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି । ଲୋକାୟୁକ୍ତ ସଂଶୋଧନ ବିଲକୁ…