ମହଙ୍ଗା ପଡିଲା ଘରକୁ ଯାଇ ମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ଟିକା ଲଗାଇବା, ସ୍ୱାସ୍ଥ୍ୟ ଅଧିକାରୀ ନିଲମ୍ବିତ

ବେଙ୍ଗାଲୁରୁ – କର୍ଣ୍ଣାଟକର କୃଷିମନ୍ତ୍ରୀ ବିସି ପାଟିଲ ଓ ତାଙ୍କ ପତ୍ନୀଙ୍କୁ ଘରକୁ ଯାଇ ଟିକା ଲଗାଇବା ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମହଙ୍ଗା ପଡିଛି । କୋଭିଡ୍ ଟିକାକରଣ ନିୟମର ଉଲ୍ଲଂଘନ ପାଇଁ ହାବେରୀ ଜିଲ୍ଲା ଅନ୍ତର୍ଗତ ହିରିକେରୁର ତାଲୁକାର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେଡ୍‌ଆର୍…

ରବର୍ଟ ବାଦ୍ରା କରୋନା ପଜିଟିଭ୍‌, ନିର୍ବାଚନ ପ୍ରଚାର ବାତିଲ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ – କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରର୍ବଟ ବାଦ୍ରା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସତର୍କତା ମୂଳକ ପଦକ୍ଷେପ ଭାବେ ପ୍ରିୟଙ୍କା ମଧ୍ୟ ନିଜେ ଆଇସୋଲେସନରେ ରଖିଛନ୍ତି ଏବଂ ଆସନ୍ତା ତିନିଦିନ ଯାଏଁ ଆସାମ, କେରଳ ଓ ତାମିଲନାଡୁରେ ହେବାକୁ ଥିବା ତାଙ୍କର…

ଆଗାମୀ ତିନି ସପ୍ତାହ ଯାଏଁ ଝାରସୁଗୁଡାର ସବୁ ସାପ୍ତାହିକ ହାଟ ବନ୍ଦ

ଝାରସୁଗୁଡା - ଆଗାମୀ ତିନି ସପ୍ତାହ ଯାଏଁ ଝାରସୁଗୁଡାର ସବୁ ସାପ୍ତାହିକ ହାଟ ବନ୍ଦ ରହିବ । କୋରୋନା ସଂକ୍ରମଣ ବୃଦ୍ଧି ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଜିଲ୍ଲାପାଳ ସାପ୍ତାହିକ ହାଟ ବନ୍ଦ ରଖିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପରିବା ଓ ଖାଦ୍ୟ…

କନ୍ଧମାଳ ଜିଲ୍ଲା ବିକାଶର ବ୍ଲୁ ପ୍ରିଣ୍ଟ : ସମୀକ୍ଷା କଲେ ୫ଟି ସଚିବ

କନ୍ଧମାଳ: ଆଜି ୫ଟି ସଚିବ ଭି କେ ପାଣ୍ଡିଆନ ଦିନିକିଆ କନ୍ଧମାଳ ଗ୍ରସ୍ତ ରେ ଆସି ଗୂଦାରୀ ସ୍ଥିତ ଏରୋ ଡ୍ରମ ପଡିଆ ରେ ଓହ୍ଲାଇ ଥିଲେ । ସେଠାରେ କନ୍ଧମାଳ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଧନା ଦିଆଯାଇଥିଲା l ସରକାରଙ୍କ ବିଭିନ୍ନ ଉନ୍ନୟନ୍ନ ମୁଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି…

ଆସାମ ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କ ଗାଡ଼ିରୁ ମିଳିଲା ଇଭିଏମ୍‌, ସାନି ମତଦାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଗୁଆହାଟି - ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଜଣେ ବିଜେପି ପ୍ରାର୍ଥୀଙ୍କ କାର୍‌ରୁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍‌) ମିଳିବା ପରେ ଆସାମର ରତାବାରୀ ନିର୍ବାଚନ ମଣ୍ଡଳୀରେ ଉତ୍ତେଜନା ସୃଷ୍ଟି ହୋଇଛି । କଂଗ୍ରେସ ଏହି ନିର୍ବାଚନ ମଣ୍ଡଳୀରେ ଭୋଟ୍ ରିଗିଂ ହୋଇଥିବା ଅଭିଯୋଗ କରିଛି ।…

ଆସନ୍ତାକାଲି ଠାରୁ ପୁଣେରେ ୧୨ ଘଣ୍ଟିଆ କର୍ଫ୍ୟୁ

ପୁଣେ – ମହାରାଷ୍ଟ୍ରରେ କରୋନା ସ୍ଥିତି ବିଗୁଡୁଥିବା ବେଳେ ପୁଣେରେ ଆସନ୍ତାକାଲି ଠାରୁ ୧୨ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସପ୍ତାହେ କାଳ ସହରରେ କଫ୍ରୁ୍ୟ ଲଗାଯିବ । ପୁଣି ସ୍ଥିତିକୁ ଦେଖି କର୍ଫ୍ୟୁ ଅବଧି ଉପରେ ନିଷ୍ପତ୍ତି ନିଆଯିବ ।…