ମା’ଙ୍କ ପରେ କୋଭିଡ୍‌ରେ ଭଉଣୀଙ୍କୁ ହରାଇଲେ ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂତ୍ତିଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କ ଜୀବନ ନେଇଛି କରୋନା । ମାଆଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ବେଦାଙ୍କ ଭଉଣୀ ବତ୍‌ସଲା ଶିବକୁମାର ମଧ୍ୟ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଚିକାମାଗାଲୁରୁରେ ଏକ ଘରୋଇ…

ଦେଶରେ କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋଭିଡ୍ ସ୍ଥିତି ନେଇ ଗୁରୁବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ,…

ଭାରତରୁ ଆସୁଥିବା ଯାତ୍ରୀଙ୍କୁ ଶ୍ରୀଲଙ୍କା ମନା, ଲାଗିଲା କଟକଣା

କଲମ୍ବୋ: ଗମ୍ଭୀର କୋଭିଡ୍ ସ୍ଥିତି ଦୃଷ୍ଟିରୁ ଭାରତରୁ ବିମାନ ଯାତ୍ରୀଙ୍କ ଉପରେ ଏବେ ଶ୍ରୀଲଙ୍କା ମଧ୍ୟ କଟକଣା ଲଗାଇଛି । ଭାରତରୁ କୌଣସି ଯାତ୍ରୀଙ୍କୁ ଶ୍ରୀଲଙ୍କାରେ ପ୍ରବେଶ ଅନୁମତି ମିଳିବ ନାହିଁ । ଆଜିଠାରୁ ଏହି କଟକଣା ଲାଗୁ ହୋଇଛି । ସ୍ଥିତି ଦେଖି କଟକଣା ହଟାଇବା ସମ୍ପର୍କରେ ନିଷ୍ପତ୍ତି…

ନୂଆ ଆନ୍ଧ୍ର ଷ୍ଟ୍ରେନ ଚିନ୍ତା : ଗିରିଶୋଲା ସୀମାନ୍ତ ଚେକ୍ ଗେଟରେ ତଦାରଖ ବ୍ୟବସ୍ଥାର ସମୀକ୍ଷା କଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର – କୋରୋନା ଭୂତାଣୁର ନୂଆ ଆନ୍ଧ୍ର ଷ୍ଟ୍ରେନ ଚିନ୍ତା ବଢାଇଥିବା ବେଳେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଉଛି । ସୀମା ସିଲ୍ କରାଯାଇ ଯାଂଚ କଡାକଡି କରାଯାଇଛି । ବ୍ରହ୍ମପୁର ଏସପି ପୀନାକ ମିଶ୍ର ଆଜି ଆନ୍ଧ୍ର ସୀମାନ୍ତ ତନଖି…

ନିର୍ବାଚନ କମିଶନଙ୍କ ଉପରେ ମାଡ୍ରାସ୍ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ ହଟାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ବିରୋଧରେ ମାଡ୍ରାସ୍ ହାଇକୋର୍ଟ କରିଥିବା କଡ଼ା ଟିପ୍ପଣୀକୁ ସୁପ୍ରିମକୋର୍ଟ କଠୋର ଏବଂ ଅନୁଚିତ ବୋଲି କହିଛନ୍ତି । ତେବେ ଏହି ଟିପ୍ପଣୀକୁ ରେକର୍ଡରୁ ହଟାଇବ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି । ଜଷ୍ଟିସ୍ ୱାଇ.ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍…

ଶ୍ରୀମନ୍ଦିର କୋଭିଡ ପରିଚାଳନା ବୈଠକ, ବାହାର ଚନ୍ଦନ ଯାତ୍ରା ଉପରେ ଛତିଶା ନିଯୋଗ ବୈଠକରେ ହେବ ନିଷ୍ପତ୍ତି

ପୁରୀ – ଏ ବର୍ଷ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ବାହାରେ କରାଯିବ କି ନାହିଁ , ସେ ନେଇ ଆଜି ବସିଥିବା ଶ୍ରୀମନ୍ଦିର କୋଭିଡ ପରିଚାଳନା କମିଟି ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଏନେଇ ପରେ ନିଷ୍ପତ୍ତି ନିଆଯିବ । ବୈଠକ ଭର୍ଚୁଆଲ ବସିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର…