କରୋନା ବିଗାଡ଼ିଲା ଖେଳ: ଆଇପିଏଲ୍‌-୨୦୨୧ ସ୍ଥଗିତ

ନୂଆଦିଲ୍ଲୀ: ଏକାଧିକ ଖେଳାଳି କରୋନା ପଜିଟିଭ୍ ହେବା ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) -୨୦୨୧କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖାଯାଇଛି । ଆଜି ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇ ପଦାଧିକାରୀଙ୍କ ଏକ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିସିସିଆଇ ପକ୍ଷରୁ ଜାରି…

କଙ୍ଗନାଙ୍କ ଆକାଉଣ୍ଟ୍ ବନ୍ଦ କଲା ଟ୍ୱିଟର

ନୂଆଦିଲ୍ଲୀ: ନିର୍ବାଚନ ପରବର୍ତ୍ତୀ ପଶ୍ଚିମବଙ୍ଗରେ ଘଟିଥିବା ହିଂସା ଉପରେ ଆପତ୍ତିଜନକ ତଥା ଉତ୍ତେଜନାପୂର୍ଣ୍ଣ ଟ୍ୱିଟ୍ କରିବା ଅଭିନେତ୍ରୀ କଙ୍ଗନା ରନୌତଙ୍କ ପାଇଁ ମହଙ୍ଗା ପଡ଼ିଛି । ନିୟମର ଉଲ୍ଲଂଘନ ପାଇଁ ଟ୍ୱିଟର ତାଙ୍କ ଆକାଉଣ୍ଟ୍ ସବୁ ଦିନ ପାଇଁ ବନ୍ଦ କରିଛି । ପଶ୍ଚିମବଙ୍ଗ ନିର୍ବାଚନ…

କାଲିଠାରୁ ମେ ୩୧ତାରିଖ ଯାଏଁ ରାଜ୍ୟରୁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଅବକାଶ

ଭୁବନେଶ୍ୱର- ଆସନ୍ତାକାଲିଠାରୁ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଖରାଛୁଟି । ମେ ୩୧ ତାରିଖ ଯାଏଁ ରାଜ୍ୟର ସବୁ ଉଚ୍ଚଶିକ୍ଷାନୁଷ୍ଠାନନ ପାଇଁ ଖରାଛୁଟି ଘୋଷଣା କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । ଖରାଛୁଟିରେ ଅନଲାଇନ୍ ଶିକ୍ଷାଦାନ କି ପରୀକ୍ଷା ହୋଇପାରିବ ନାହିଁ । ତେବେ ପୂର୍ବରୁ…

କାଲିଠାରୁ ୧୯ ତାରିଖ ଯାଏଁ ସାରାରାଜ୍ୟରେ ଲକଡାଉନ୍

‌ଭୁବନେଶ୍ୱର- ଦ୍ୱିତୀୟ ଲହର କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟରେ ଆସନ୍ତାକାଲିଠାରୁ ୧୪ ଦିନିଆ ଲକଡାଉନ ଜାରି ହେବାକୁ ଯାଉଛି । ମେ ୧୯ ତାରିଖ ଯାଏଁ ଲକଡାଉନ ଜାରି ହେବ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ମେ ୨ ତାରିଖରେ ଘୋଷଣା କରାଯାଇଥିଲା । ଲକ୍‌ଡାଉନ ବେଳେ ଜୀବନ ଓ ଜୀବିକା ମଧ୍ୟରେ…

ଚର୍ଚ୍ଚାରେ ମନ୍ତ୍ରୀଙ୍କ ବଦାନ୍ୟତା, କୋଭିଡ ରୋଗୀଙ୍କ ପାଇଁ ସାଜିଲେ ଆମ୍ବୁଲାନ୍ସ ଡ୍ରାଇଭର

ବରଗଡ: ବିଭିନ୍ନ ସମୟରେ ଅସହାୟଙ୍କ ସେବା କରି ଚର୍ଚ୍ଚାରେ ଥିବା ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଲୋକେ କରୋନା ରୋଗୀଙ୍କୁ ଦେଖିଲେ ଦୂରରୁ ମୁହଁ ମୋଡୁଥିବା ବେଳେ ମନ୍ତ୍ରୀ ଶ୍ରୀ ସିଂ ଜଣେ କରୋନା ରୋଗୀ ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ସାଜିବା ଆଲୋଚନାର ବିଷୟ ହୋଇଛି…

୧୦ଟି ରାଜ୍ୟକୁ ୨୮୧ ଟ୍ୟାଙ୍କର ଅକ୍ସିଜେନ ପଠାଇଛି ଓଡିଶା

ଭୁବନେଶ୍ୱର- କୋରୋନା ସଂକଟ ପରିପ୍ରେକ୍ଷୀରେ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଇବା ଜାରି ରଖିଛି ଓଡିଶା । ୧୦ଟି ରାଜ୍ୟକୁ ଓଡିଶା ଏଯାବତ ୨୮୧ ଟ୍ୟାଙ୍କର ଅକ୍ସିଜେନ ପଠାଇସାରିଛି । ୧୨ ଦିନରେ ଗ୍ରୀନ କରିଡରରେ ପଠାଯାଇଛି ୫ ହଜାର ୧୨୫ ଟନ୍ ଅକ୍ସିଜେନ୍ । ଆନ୍ଧ୍ରକୁ ସର୍ବାଧିକ ୮୩, ତେଲେଙ୍ଗାନାକୁ…

ନିର୍ବାଚନ ସରିଲା, ତେଲ ଦର ପୁଣି ବଢିଲା

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି କରାଯାଇଛି। ମଙ୍ଗଳବାର ପେଟ୍ରୋଲ ମୂଲ୍ୟ ୧୫ ପଇସା ଏବଂ ଡିଜେଲ ଲିଟର ପିଛା ୧୯ ପଇସା ବୃଦ୍ଧି ପାଇଛି। ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୫ ଟଙ୍କା ଏବଂ ଡିଜେଲ ୮୦.୯୧ ଟଙ୍କା…