ପଶ୍ଚିମ ଓଡିଶା ଗସ୍ତରେ ପୋଲିସ ଡିଜି, କୋଭିଡ ମୁକାବିଲା ସ୍ଥିତିର କରିବେ ସମୀକ୍ଷା

ଭୁବନେଶ୍ୱର- ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ପୋଲିସ ଡିଜି ଅଭୟ । ସୁନ୍ଦରଗଡ, ରାଉରକେଲା, ସମ୍ବଲପୁର ଓ ଝାରସୁଗୁଡାରେ କୋଭିଡ ମୁକାବିଲାର ସ୍ଥିତିର ସମୀକ୍ଷା କରିବେ ଡିଜିପି । ଅଭୟଙ୍କ ସହ ଅଛନ୍ତି ଆଇନ ଶୃଙ୍ଖଳା ଅତିରିକ୍ତ ମହାନିର୍ଦ୍ଦେଶକ । କୋରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ…

ପୁନାଓ୍ବାଲାଙ୍କ ଅଭିଯୋଗ: ଟିକା ପାଇଁ ପ୍ରଭାବଶାଳୀ ନେତାଙ୍କ ଠାରୁ ମିଳୁଛି ଧମକ

ନୂଆଦିଲ୍ଲୀ: ଭାରତରେ କୋଭିଶିଲ୍ଡ ଟିକା ଉତ୍ପାଦନ କରୁଥିବା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ର ସିଇଓ ଆଦର ପୁନାୱାଲାଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ୍ ଆସୁଛି। ଲଣ୍ଡନରେ ଟାଇମ୍ସ ୟୁକେକୁ ଦେଇଥିବା ଏକ ସାକ୍ଷାତକାରରେ ପୁନାୱାଲା ଏଭଳି ଅଭିଯୋଗ କରିଛନ୍ତି । ଯେ କହିଛନ୍ତି…

ରାଜ୍ୟରେ ୮୦୧୫ ନୂଆ କୋରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫, ସୁନ୍ଦରଗଡରୁ ୭୩୫, ୧୪ ମୃତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୮ ହଜାର ୧୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪ ହଜ।।ର ୫୬୮ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୪୪୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧ ହଜାର ୨୭୫, ସୁନ୍ଦରଗଡ ଜିଲ୍ଲାରୁ ୭୩୫, ଅନୁଗୁଳରୁ ୫୨୫, କଟକରୁ ୪୮୨, ସମ୍ବଲପୁରରୁ ୪୪୧, ବରଗଡରୁ ୩୯୦,…

ବିଧାନସଭା ନିର୍ବାଚନ: ଭୋଟ୍ ଗଣତି ଆରମ୍ଭ, ପଶ୍ଚିମବଙ୍ଗ ଉପରେ ନଜର

ନୂଆଦିଲ୍ଲୀ: କରୋନାର ଭୟାବହ ଦ୍ୱିତୀୟ ଲହରୀ ମଧ୍ୟରେ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ କଡ଼ା ସୁରକ୍ଷା ମଧ୍ୟରେ ଗଣତି ଚାଲିଛି । ପାଞ୍ଚ ରାଜ୍ୟ ମଧ୍ୟରୁ ସମସ୍ତଙ୍କ ନଜର ପଶ୍ଚିମବଙ୍ଗ ଉପରେ…

କର୍ଣ୍ଣାଟକ ପୌର ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ, ୧୦ରୁ ୭ଟିରେ କଂଗ୍ରେସର ବିଜୟ

ବେଙ୍ଗାଲୁରୁ: ପାଞ୍ଚ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ କର୍ଣ୍ଣାଟକରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ରାଜ୍ୟରେ ହୋଇଥିବା ପୌର ନିର୍ବାଚନରେ ​ ଶାସକ ବିଜେପି ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଯେଉଁ ୧୦ଟି ପୌର ସଂସ୍ଥା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା…