ଲକ୍‌ଡାଉନ : କ’ଣ ହେବ, କ’ଣ ହେବନି

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଓଡିଶା ସରକାର ମେ ୫ରୁ ୧୯ ତାରିଖ ଯାଏଁ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି । ୧୪ ଦିନିଆ ଲକଡାଉନ ବେଳେ ନିମ୍ନଲିଖିତ କାର୍ଯ୍ୟକଳାପକୁ ଅନୁମତି - . ଜାରି ରହିବ ଟିକାକରଣ . କୋରୋନା ପରୀକ୍ଷା ପାଇଁ ଅନୁମତି . ହସପିଟାଲ,ନର୍ସିଂହୋମ,…

ପଶ୍ଚିମବଙ୍ଗ: ୧୮୯ ଆସନରେ ତୃଣମୂଳ କଂଗ୍ରେସ ଆଗୁଆ, ନନ୍ଦିଗ୍ରାମରେ ପଛରେ ପଡ଼ିଛନ୍ତି ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ମତ ଗଣନାର ଅଢେଇ ଘଣ୍ଟା ମଧ୍ୟରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ତୃଣମୂଳ କଂଗ୍ରେସ ବହୁମତ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର୍ ୧୪୮ ଅତିକ୍ରମ କରିଛି । ଦଳ ବର୍ତ୍ତମାନ ୧୮୯ ଆସନରେ ଆଗୁଆ ରହିଛି । ତେବେ ଟିଏମସି…

ଆସନ୍ତା ୫ ତାରିଖରୁ ୧୯ ଯାଏଁ ସାରା ରାଜ୍ୟରେ ଲକଡାଉନ

ଭୁବନେଶ୍ୱର- କୋରୋନା ସଂକଟ ଦୃଷ୍ଟିରୁ ସାରା ରାଜ୍ୟରେ ଆସନ୍ତା ୫ ତାରିଖରୁ ଲକଡାଉନ ଘୋଷଣା କରିଛନ୍ତି ସରକାର । ଆସନ୍ତା ୫ ତାରିଖ ବୁଧବାର ସକାଳଠାରୁ ୧୯ ତାରିଖ ବୁଧବାର ସକାଳ ଯାଏଁ ଲକଡାଉନ ବଳବତ୍ତର ରହିବ । ଏହି ସମୟରେ ୫ ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି…

କରୋନା ସଙ୍କଟ: ଭାରତରେ ୩.୯୨ ଲକ୍ଷ ନୂଆ ଆକ୍ରାନ୍ତ, ୩୬୮୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରଳୟ ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩,୯୨,୪୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ରେକର୍ଡ ୩୬୮୯ ଲୋକଙ୍କ ମୃତ୍ୟୁ ହୋଇଛି । ବିଶ୍ୱର ପ୍ରଥମ ଦେଶ ଭାବେ ଗତକାଲି ଭାରତରେ ସଂକ୍ରମଣ ୪ ଲକ୍ଷ ଟପିଥିଲା । ଆଜି ଏହି ସଂଖ୍ୟାରେ…