ମେ ୧ରୁ ବନ୍ଦ ହେବ ନନ୍ଦନକାନନ

ଭୁବନେଶ୍ୱର: ମେ ୧ରୁ ବନ୍ଦ ହେବ ନନ୍ଦନକାନନ । ମେ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ,ଟାଇଗର ସଫାରୀ, ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ । କୋବିଦ ସଂକ୍ରମଣ ବୃଦ୍ଧି ନେଇ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି | ସୂଚନା ଅନୁଯାୟୀ, ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ୍ ପରେ ଗତ…

ସୋମବାରଠାରୁ ଦିନ ୨ଟା ପରେ କଟକର ଦୋକାନବଜାର ବନ୍ଦ

କଟକ- ସୋମବାରଠାରୁ ଦିନ ୨ଟା ପରେ ବନ୍ଦ ରହିବ କଟକର ଦୋକାନବଜାର । ସୋମବାରଠାରୁ ମେ ୧୮ ତାରିଖ ଯାଏଁ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରହିବ । କୋରୋନା ସଂକ୍ରମଣ ବୃଦ୍ଧି ହୋଇଥିବାରୁ ଦୋକାନ ବଜାର ବନ୍ଦ ପାଇଁ ବ୍ୟବସାୟୀ ସଂଘଗୁଡିକ ନିଷ୍ପତ୍ତି ନେଇଛନ୍ତି । ବ୍ୟବସାୟୀ ସଂଘଗୁଡିକର ଏହି…

ରାଜ୍ୟରେ ଦ୍ୱିତୀୟ ଡୋଜ୍ ପାଇଁ ଟିକା ନାହିଁ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଦ୍ୱିତୀୟ୍ ଡୋଜ୍ ପାଇଁ ଟିକା ନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି । ଦ୍ୱିତୀୟ ଡୋଜ୍ ପାଇଁ ୬ ଲକ୍ଷ ଟିକା ଆବଶ୍ୟକ । ଅଗ୍ରାଧିକାର ଭିତ୍ତିରେ ଦ୍ୱିତୀୟ ଡୋଜ୍ ଦେବା ପାଇଁ ଚିଠି…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ: ସୋସିଆଲ ମିଡିଆରେ କୋଭିଡ୍ ସମ୍ବନ୍ଧୀୟ ତଥ୍ୟ ଚାପି ଦିଆଗଲେ ଅଦାଲତ ଅବମାନନା…

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଅକ୍ସିଜେନ ଅଭାବ ଏବଂ ବ୍ୟବସ୍ଥାର ବିଫଳତା ପ୍ରସଙ୍ଗରେ ଶୁକ୍ରବାର ଦିନ ସୁପ୍ରିମକୋର୍ଟର ପୁଣି ଶୁଣାଣି ହୋଇଛି। କୋର୍ଟ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି, 'ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଯଦି ଜଣେ ନାଗରିକ ସୋସିଆଲ ମିଡିଆରେ ଅଭିଯୋଗ କରନ୍ତି…

ଜଣାଶୁଣା ଟିଭି ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ: ଜଣାଶୁଣା ଟିଭି ସାମ୍ବାଦିକ ତଥା ଆଙ୍କର୍ ରୋହିତ ସର୍ଦ୍ଦାନାଙ୍କ କୋଭିଡ-୧୯ରେ ପରଲୋକ ହୋଇଯାଇଛି। ଜି ନ୍ୟୁଜ୍ ସଂପାଦକ ସୁଧୀର ଚୌଧୁରୀ ତାଙ୍କର ଅକାଳ ବିୟୋଗ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରୋହିତ ସର୍ଦ୍ଦାନା ବହୁ ପୂର୍ବରୁ ଜି ମିଡିଆ ସହିତ ଜଡିତ ଥିଲେ। ସେ…

ମହାମାରୀ ମୁକାବିଲାରେ ପ୍ରଶାସନର ଆଉ ଏକ ବଳିଷ୍ଠ ପଦକ୍ଷେପ, କାର୍ଯ୍ୟକ୍ଷମ ହେଲା ସମ୍ବଲପୁର କୋଭିଡ୍ ହସପିଟାଲ

୨୪ ଘଣ୍ଟାରେ ୪୫ ରୋଗୀ ଭର୍ତ୍ତି ୨୦୦ ଶଯ୍ୟରୁ ୮୦ରେ ଆଇସିୟୁ ବ୍ୟବସ୍ଥା ସମ୍ବଲପୁର : କରୋନାର ପ୍ରଥମ ଲହର ପରି ଦ୍ବିତୀୟ ଲହରକୁ ସଫଳତାର ସହ ମୁକାବିଲା କରିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପୁରା ଦମ୍ ଲଗାଇ ଦେଇଛି । ଏହି ପରିପ୍ରେକ୍ଷୀରେ ବୁର୍ଲାରେ ୨ଟି କୋଭିଡ୍ ହସପିଟାଲରେ ମୋଟ୍ ୫୨୫…