ରାଜ୍ୟରେ ଟେଷ୍ଟିଂ କମିଥିବା ଖବରକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଅସ୍ୱୀକାର
ଭୁବନେଶ୍ୱର- ଦେଶରେ ମେ ମାସ ଦ୍ୱିତୀୟ ସପ୍ତାହ ବେଳକୁ କୋରୋନା ସଂକ୍ରମଣ ଶୀର୍ଷରେ ରହିପାରେ । ଆଇଆଇଟି କାନପୁର ଷ୍ଟଡି ଏହି ଅନୁମାନ କରିଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏଥିପାଇଁ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି । ନିରଞ୍ଜନ କହିଛନ୍ତି ଯେ,…