ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା ସୁବିଧା

ଭୁବନେଶ୍ୱର: ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା । ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ସେବାୟତଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ| ଏହି ଯୋଜନାରେ ପ୍ରତି ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ଲକ୍ଷ ଟଙ୍କାର ମୌଳିକ ବୀମା ସୁରକ୍ଷା ଓ ଗୁରୁତର ଅସୁସ୍ଥତା…

ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା, ଜିଲ୍ଲା ବାହାରର ଲୋକଙ୍କ ଶବଶତ୍କାର ମନା

ପୁରୀ – ସ୍ୱର୍ଗଦ୍ୱାରରେ ଶବସତ୍କାର ଉପରେ କଟକଣା ଜାରି କରାଯାଇଛି । କାଲିଠାରୁ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକଙ୍କ ଶବସତ୍କାର ହୋଇପାରିବ ନାହିଁ । ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ ହେବ । ଜିଲ୍ଲାର କୋଭିଡ ମୃତକଙ୍କ ଶବଦାହ ମଙ୍ଗଳାନଦୀ ଘାଟ…

ଟିକା ଦରକୁ ବିଜେଡି ଓ କଂଗ୍ରେସର ବିରୋଧ

ଭୁବନେଶ୍ୱର- କୋଭାକ୍ସିନ ଓ କୋଭିଶିଲ୍ଡ ଦର ଘୋଷଣା ହେବା ପରେ ଏହାକୁ ବିରୋଧ କରାଯାଇଛି । କୋଭାକ୍ସିନ ଦର ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଦର ବହୁତ ବଢିଛି ବୋଲି ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ କହିଛନ୍ତି । ଏଥିଯୋଗୁଁ ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ…

ବାଲେଶ୍ୱର ଗସ୍ତରେ ଡିଜିପି, କୋଭିଡ ଏନଫୋର୍ସମେଂଟ୍ ପଦକ୍ଷେପର ସମୀକ୍ଷା

ବାଲେଶ୍ୱର – ଡିଜିପି ଅଭୟ ଆଜି ବାଲେଶ୍ୱର ଗସ୍ତ କରି କୋଭିଡ ନିୟମ ଏନଫୋର୍ସମେଂଟ୍ ପଦକ୍ଷେପର ସମୀକ୍ଷା କରିଛନ୍ତି । ନାଇଟ୍ କର୍ଫ୍ୟୁର କାର୍ଯ୍ୟକାରିତା, ସପ୍ତାହାନ୍ତ ସଟଡାଉନ୍ ସୀମା ଚେକ୍ ପୋଷ୍ଟ୍‌ର କାର୍ଯ୍ୟକ୍ଷମତା ନେଇ ମଧ୍ୟ ସମୀକ୍ଷା କରିଛନ୍ତି ଡିଜିପି । ଡିଜିପିଙ୍କ ସହ ଆଇନ୍ ଶୃଙ୍ଖଳା…

ବାଘ ଛାଲ ଓ ହାତୀଦାନ୍ତ ଜବତ କଲା କ୍ରାଇମବ୍ରାଂଚ ଏସଟିଏଫ୍

ଭୁବନେଶ୍ୱର- ନୟାଗଡ ଓ ବଡମ୍ବାରୁ ବାଘଛାଲ ଓ ହାତୀଦାନ୍ତ ଜବତ ହୋଇଛି । ଗୋଟିଏ ବାଘ ଛାଲ ଓ ୨ଟି ହାତୀଦାନ୍ତ ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ୍ । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରମେଶ ପ୍ରତିହାରୀ ଓ ବିମ୍ବାଧର ତାରେ ।

ଓଡିଶାରୁ ଏ ଯାଏଁ ୮୭୬ ମେଟ୍ରିକ ଟନ୍ ଅକ୍ସିଜେନ୍ ବାହାର ରାଜ୍ୟକୁ ଯୋଗାଯାଇଛି

ଭୁବନେଶ୍ୱର- କୋଭିଡ ସଂକଟର ସାମନା କରିବାକୁ ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଉଛି ଓଡିଶା । ରାଜ୍ୟରୁ ଏ ଯାଏଁ ୮୭୬ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ବାହାର ରାଜ୍ୟକୁ ଯୋଗାଣ ହୋଇସାରିଛି । ୪୯ଟି ଟ୍ୟାଙ୍କର ଯୋଗେ ବାହାର ରାଜ୍ୟକୁ ଯୋଗାଣ ହେଉଛି ଅକ୍ସିଜେନ୍ । ରାଉରକେଲା, ଯାଜପୁର, ଢେଙ୍କାନାଳ…

ଦିଲ୍ଲୀରେ ଲକ୍‌ଡାଉନ୍ ମେ ୩ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ - ଦିଲ୍ଲୀରେ ଲକ୍‌ଡାଉନ୍‌କୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି । ଦୈନିକ ମାମଲା କମିଥିଲେ ମଧ୍ୟ ସଂକ୍ରମଣ ହାର ଅଧିକ ଥିବାରୁ ସତର୍କତା ମୂଳକ ପଦକ୍ଷେପ ଭାବେ ଜାତୀୟ ରାଜଧାନୀରେ ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏନେଇ ଆଜି…