ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ସୁଭ କଥା ଭବାନି ରାମଚରିତ ମାନସ ବିମଲ । କହା ଭୁସୁଂଡି ବଖାନି ସୁନା ବିହଗ ନାୟକ ଗରୁଡ଼ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ନିର୍ମଳ ଶ୍ରୀରାମଚରିତ ମାନସର ସେହି ମଙ୍ଗଳମୟୀ କଥାକୁ ଶୁଣ, ଯାହାକୁ କାକଭୁସୁଣ୍ଡି ବହୁତ ରୋଚକ ଢ଼ଙ୍ଗରେ କହିଲେ ଆଉ ପକ୍ଷୀ ମାନଙ୍କ ରାଜା ଗରୁଡଦେବ ତାକୁ ଶୁଣିଥିଲେ ।
ओडिया समाचारଶ୍ରୀଜୀଉଙ୍କ ହଳଦୀ ପାଣି ସହିତ ଶେଷ ହୋଇଛି ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା
ସରିଛି ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା। ହଳଦୀପାଣି ପିଚକାରୀ ଖେଳ ସହ ବାହାର ଚନ୍ଦନ ଯାତ୍ରା ଉତ୍ସବ ଶେଷ ହୋଇଛି। ମାନବୀୟ ଲୀଳାଧାରୀ ମହାପ୍ରଭୁ ଗ୍ରୀଷ୍ମ ଦାଉରୁ ମୁକ୍ତି ପାଇବା ପାଇଁ ଜଳକ୍ରୀଡ଼ା କରୁଥିବା ବେଳେ ଗତକାଲି ଭଉଁରୀ ପରେ ଆଜି ୨୧ ଦିନର ଯାତ୍ରା ପୂର୍ବୋକ୍ତ ବିଧିରେ ଅନୁଷ୍ଠିତ ହୋଇଥିଲା।ଆଜି ହଳଦୀ ପାଣିରେ କେବଳ ଦିନ ଚାପ କରାଯାଇଥିଲା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଶ୍ରୀରାମକୃଷ୍ଣ, [...]
ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଜ୍ଞାନ କର୍ମ ସନ୍ଯାସ ଯୋଗ ସମ୍ବନ୍ଧରେ କହୁଛନ୍ତି

ओडिया समाचारଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଜ୍ଞାନ କର୍ମ ସନ୍ଯାସ ଯୋଗ ସମ୍ବନ୍ଧରେ କହୁଛନ୍ତି
ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଜ୍ଞାନ କର୍ମ ସନ୍ଯାସ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଶକ୍ନୋତୀହୈବ ଯଃ ସୋଢ଼ୁଂ ପ୍ରାକ୍ଶରୀରବିମୋକ୍ଷଣାତ୍। କାମକ୍ରୋଧୋଦ୍ଭବଂ ବେଗଂ ସ ଯୁକ୍ତଃ ସ ସୁଖୀ ନରଃ। ଅର୍ଥାତ:- ଯେଉଁମାନେ ଶରୀର ତ୍ୟାଗ କରିବା ପୂର୍ବରୁ,କାମ-କ୍ରୋଧର ବେଗକୁ ସହ୍ୟ କରିବାରେ ସକ୍ଷମ ହୋଇଥାନ୍ତି,ସେମାନେ ବାସ୍ତବିକ ଯୋଗୀ ଅଟନ୍ତି ଏବଂ ସେମାନେ ହିଁ ସୁଖି ଅଟନ୍ତି। ( ଗୀତା ୫ମ ଅ।୨୩ ଶ୍ଲୋକ )
ओडिया समाचारଟାଇମ୍ ମାଗାଜିନର ଟପ୍ ୧୦୦ ପ୍ରଭାବଶାଳୀ କମ୍ପାନୀ ତାଲିକାରେ ରିଲାଏନ୍ସ, ଟାଟା ଓ ସେରମ୍
ନୂଆଦିଲ୍ଲୀ: ଆମେରିକାର ଟାଇମ୍ ମାଗାଜିନ ତରଫରୁ ୨୦୨୪ର ବିଶ୍ବର ପ୍ରଭାବଶାଳୀ କମ୍ପାନୀ ଗୁଡିକର ଏକ ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାରେ ତିନୋଟି ଭାରତୀୟ କମ୍ପାନୀ ସ୍ଥାନ ପାଇଛନ୍ତି। ଟାଇମ୍ ମାଗାଜିନର ଟପ୍ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ସ୍ଥାନ ପାଇଥିବା ତିନି ଭାରତୀୟ କମ୍ପାନୀ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଅଦର ପୁନାୱାଲାଙ୍କ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଟାଟା ଗ୍ରୁପ୍ । ଏହି ତାଲିକାକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି ଯଥା – [...]
ओडिया समाचारଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର; ବିକାଶମୂଳକ କାର୍ଯ୍ୟ ପାଇଁ ବିଜେଡିକୁ ଭୋଟ୍ ଦେବାକୁ ଅପିଲ୍, ବିରୋଧୀଙ୍କୁ କଟାକ୍ଷ
ଭୁବନେଶ୍ୱର – ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲିରେ ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଥିଲେ ବିଜେଡି ସଭାପତି। ବିପୁଳ ଜନସମାବେଶକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯଥା ବି.ଏସ୍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, କାଳିଆ, ମଧୁବାବୁ ପେନ୍ସନ ଯୋଜନା, ଚାଉଳ କାର୍ଡ, ପୁରୀ ମନ୍ଦିରର [...]
ओडिया समाचारଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଥମିଲା ପ୍ରଚାର, ଶନିବାର ୫୭ ଆସନରେ ଭୋଟ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଗୁରୁବାର ସନ୍ଧ୍ୟାରେ ଥମିଛି ପ୍ରଚାର ଗହଳି। ଅନ୍ତିମ ପର୍ଯ୍ୟାୟରେ ୫୭ଟି ଲୋକସଭା ଆସନରେ ଜୁନ୍ ୧ରେ ହେବ ଭୋଟ୍ ଗ୍ରହଣ। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର ଗୋଟିଏ ଆସନ ସମେତ ପଞ୍ଜାବର ସମସ୍ତ ୧୩ଟି ସିଟ୍, ହିମାଚଳ ପ୍ରଦେଶର ୪, ଉତ୍ତର ପ୍ରଦେଶର ୧୩, ପଶ୍ଚିମବଙ୍ଗର ୯, ବିହାରର ୮, ଓଡିଶାର ୬ ଏବଂ ଝାଡ଼ଖଣ୍ଡର ୩ଟି ଆସନରେ [...]
ओडिया समाचारବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଛନ୍ତି । ସିମୁଳିଆ, ସୋରୋ, ଧାମନଗର ଓ ଭଣ୍ଡାରୀପୋଖରୀରେ ବିଶାଳ ଜନସଭାରେ ଯୋଗଦେଇ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ପାଣ୍ଡିଆନ। ଆୟୋଜିତ ସଭାଗୁଡ଼ିକରେ ସେ କହିଥିଲେ ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର । [...]
ପଶ୍ଚିମରେ ଅସମ୍ଭାଳ ତାତି : ୯ ସହରର ତାପମାତ୍ରା ୪୫ ଉପରେ, ୪୭ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର
ପଶ୍ଚିମରେ ଅସମ୍ଭାଳ ତାତି : ୯ ସହରର ତାପମାତ୍ରା ୪୫ ଉପରେ, ୪୭ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ୱର – ଆକାଶରୁ ନିଆଁ ବର୍ଷା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଶ୍ଚିମ ଓଡ଼ିଶାରେ ସଙ୍ଗୀନ ସ୍ଥିତି । ୯ଟି ସହରର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି। ଆଜି ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି । ୪୭ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡାରେ ଆଜିର ସର୍ବୋଚ୍ଚ ଦିନ ତାପମାତ୍ରା ମେ’ ମାସରେ ଷଷ୍ଠ ଯୁଗ୍ମ ସର୍ବାଧିକ। ଝାରସୁଗୁଡାରେ ମେ’ ମାସର [...]
ଖାଇକୁ ଖସିଲା ବସ୍, ୨୧ ମୃତ

ओडिया समाचारଖାଇକୁ ଖସିଲା ବସ୍, ୨୧ ମୃତ
ନୂଆଦିଲ୍ଲୀ: ଜମ୍ମୁର ଅଖନୂର ଠାରେ ଗୁରୁବାର ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଗଭୀର ଖାଇକୁ ଖସି ପଡ଼ିବାରୁ ଅତିକମରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଏହି ଦୁର୍ଘଟଣାରେ ୨୦ ଲୋକ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ସୂଚନାନୁସାରେ, ଏହି ବସ୍ ଅଖନୂରର ଚୁଙ୍ଗି ମଢ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ୧୫୦ ଫୁଟ ଗଭୀର [...]
ଶେଷ ପର୍ଯ୍ୟାୟ ନିର୍ବାଚନ : ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ୪୬୦ ପ୍ରାର୍ଥୀ, ୯୯ ଲକ୍ଷରୁ ଉର୍ଦ୍ଧ୍ବ ମତଦାତା

ओडिया समाचारଶେଷ ପର୍ଯ୍ୟାୟ ନିର୍ବାଚନ : ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ୪୬୦ ପ୍ରାର୍ଥୀ, ୯୯ ଲକ୍ଷରୁ ଉର୍ଦ୍ଧ୍ବ ମତଦାତା
ଭୁବନେଶ୍ୱର – ଏକକାଳୀନ ସାଧାରଣ ନିର୍ବାଚନ – ୨୦୨୪ର ସପ୍ତମ ପର୍ଯ୍ୟାୟରେ ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା – ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ୧୬ – ଜଗତସିଂହପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ଜୁନ ୧ ତାରିଖରେ ମତଦାନ ହେବ । ଏହି ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଅଧୀନରେ ମୋଟ ୯୯ , ୬୧ , ୦୫୭ ଜଣ ମତଦାତା [...]
