ପରୀ ହତ୍ୟା ମାମଲା : ପଚରାଉଚରା ପାଇଁ ଗୋଟିଏ ପରିବାରର ତିନି ଜଣଙ୍କୁ ଉଠାଇ ନେଲା ଏସଆଇଟି

ଭୁବନେଶ୍ୱର-ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତ କରୁଥିବା ଏସଆଇଟି ନୟାଗଡ ଯଦୁପୁର ଗାଁରୁ ୩ ଜଣଙ୍କୁ ଉଠାଇ ନେଇଛି । ଏସଆଇଟି ମୁଖ୍ୟଙ୍କ ବିରୋଧରେ ଲାଂଚ ଯାଚିଥିବାର ଅଭିଯୋଗ ଆଣିଥିବା ସରୋଜ ସେଠୀଙ୍କ ସମେତ ତାଙ୍କ ମାଆ ଓ ଭଉଣୀକୁ ଏସଆଇଟି ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁୁଥିବା ସୂଚନା ମିଳିଛି ।

Comments are closed.