Browsing Tag

5T

ସୁନ୍ଦରଗଡ଼ : ପିଲାଙ୍କ ମନରେ ଉତ୍ସାହ ଭରୁଛି ହାଇସ୍କୁଲ ରୂପାନ୍ତରଣ

ସୁନ୍ଦରଗଡ଼ : କୁତ୍ରା ହାଇସ୍କୁଲ ଛାତ୍ର ଛାତ୍ରୀ କେବେ କଳ୍ପନା କରିନଥିଲେ ଯେ ଦିନେ ସେମାନେ ଏଭଳି ଏକ ବାତାବରଣ ଭିତରେ ପାଠ ପଢିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଆଜି ଏମାନଙ୍କ ମନରେ ଉତ୍ସାହ ଭରିଦେଇଛି । ଆମ ସ୍କୁଲର ଚେହେରା ପୂରା ବଦଳି ଯାଇଛି। ଆଗର ପୁରୁଣା ଡେସ୍କ…

ସ୍ମାର୍ଟ ପୀଢି ପାଇଁ ସ୍ମାର୍ଟ ଶିକ୍ଷା : ହିଞ୍ଜିଳି ପ୍ରୟୋଗଶାଳାରୁ ଶିକ୍ଷା ସାଧନର ‘ନବୀନିକରଣ’

ଆଉ ରହିବନି କାନ୍ଥରେ କଳାପଟା। ତାର ସ୍ଥାନ ନେବ ଧଳା ବୋର୍ଡ ଯେଉଁଥିରେ ଅଡିଓ - ଭିଜୁଆଲ ମାଧ୍ୟମରେ ପାଠପଢ଼ା ସହ ଆବଶ୍ୟକ ସ୍ଥଳେ ସ୍ବତନ୍ତ୍ର କଲମରେ ଲେଖିହେବ। ପୁରୁଣାକାଳିଆ ଟିଣ ଛପର ଘର ବଦଳରେ ପିଲାଏ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଶ୍ରେଣୀକକ୍ଷରେ ବସି ଆରାମଦାୟକ ଭାବେ ପଢ଼ିବେ। ପିଲାଙ୍କୁ…

ଡିଜିଟାଲ ଟେକ୍ନୋଲୋଜିରେ ଦକ୍ଷ ହେବେ ଶିକ୍ଷକ: ୫ଟି ହାଇସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ଆରମ୍ଭ ହେଲା ସ୍ଵତନ୍ତ୍ର…

ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା '୫ -ଟି' ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…

ସୁନ୍ଦରଗଡରେ ବିଭିନ୍ନ ପ୍ରକଳ୍ପ ଓ ଏନଟିପିସି ମେଡିକାଲ ପରିଦର୍ଶନ କଲେ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ସୁନ୍ଦରଗଡ- ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ସୁନ୍ଦରଗଡ ଗସ୍ତ କରି ବିଭିନ୍ନ ମେଗା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟ ସଚିବ ଓ ୫-ଟି ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଏନଏଚଆରଏମ୍ ନିର୍ଦ୍ଦେଶକ ଶାଳିନୀ…

ମୁଖ୍ୟ ସଚିବ ଓ ୫ଟି ସଚିବଙ୍କ କଳାହାଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା

ଭବାନୀପାଟଣା : ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନେତ୍ରୁତ୍ବରେ ଏକ ପ୍ରଶାସନିକ ଟିମ୍ କଳାହାଣ୍ଡି ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀଖ୍ୟା କରିଛନ୍ତି । ଏଥିରେ ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ଭିନିଲ୍ କ୍ରୀଷ୍ଣା, ଏନଏଚଏମ୍…