Browsing Tag

Akash Pathak

ଚାକିରୀ ଠକେଇ ମାମଲାରେ ଆକାଶଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କଲା କ୍ରାଇମବ୍ରାଂଚ, ଟାଟା ମୋଟର୍ସର ଏମଡି ଭାବେ କହି ଲୋକଙ୍କୁ…

ଭୁବନେଶ୍ୱର- ଚାକିରି ଠକେଇ ମାମଲାରେ ଆକାଶ ପାଠକଙ୍କ ସଂପୃକ୍ତି ବିଷୟରେ କ୍ରାଇମବ୍ରାଂଚ ପକ୍ଷରୁ ପ୍ରେସମିଟ୍ କରାଯାଇ ଅଧିକ ସୂଚନା ଦିଆଯାଇଛି । ଅନେକ ଚାକିରୀ ଆଶାୟୀଙ୍କୁ ଆକାଶ ପାଠକ ଠକିଛନ୍ତି । ନିଜକୁ ଟାଟା ମୋଟର୍ସର ଏମଡି କହି ଲୋକଙ୍କୁ ଠକୁଥିଲେ ଆକାଶ । କିଛି ଚାକିରି ଆଶାୟୀ ମୋଟା…

ଚାକିରୀ ଠକେଇ ମାମଲାରେ ଆକାଶ ପାଠକଙ୍କୁୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ

ଭୁବନେଶ୍ୱର- ଚାକିରୀ ଠକେଇ ମାମଲାରେ ଆକାଶ ପାଠକଙ୍କୁୁ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ । ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଂଚଙ୍କୁ ଅନୁମତି ଦେଇଛନ୍ତି କୋର୍ଟ । କାଲିଠୁ ଆକାଶଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ କ୍ରାଇମବ୍ରାଂଚ । ଏବେ ଭିଜିଲାନ୍ସ ମାମଲାରେ…

ପାଠକ ବାପ-ପୁଅ, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଇଡିର ଖୋଳତାଡ, ୩ଟି ମାମଲା ରୁଜୁ

ଭୁବନେଶ୍ୱର- ପାଠକ ବାପ-ପୁଅ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ଟି ମାମଲା ରୁଜୁ କରି ସେମାନଙ୍କ ଆର୍ଥିକ କାରବାର ସଂପର୍କରେ ଖୋଳତାଡ କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବ୍ୟାଙ୍କରୁ ମିଳିଥିବା ତଥ୍ୟ ଅନୁଧ୍ୟାନ କରୁଛି ଇଡି । ପାଠକ ବାପ-ପୁଅ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା…

ନକଲି ଏମଡିଙ୍କ ଗୁମର ଖୋଲୁଛନ୍ତି ଅସଲି ପିଏ, ଆକାଶଙ୍କ କାରନାମା ସଂପର୍କରେ ମିଳୁଛି ନୂଆ ନୂଆ ତଥ୍ୟ

ଭୁବନେଶ୍ୱର- ଟାଟା ମୋଟର୍ସ ଠକେଇ ମାମଲାରେ ଆକାଶ ପାଠକଙ୍କ ସଂପୃକ୍ତି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ନକଲି ଏମଡି ଆକାଶଙ୍କ ଗୁମର ଖୋଲୁଛନ୍ତି ତାଙ୍କର ଅସଲ ପିଏ ଥିବା ପିଟର ଡେଭିଡ୍ । କ୍ରାଇମବ୍ରାଂଚ ପକ୍ଷରୁ ଜେରା କରାଯିବା ବେଳେ ସେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଛନ୍ତି । ଏହାକୁ ଆଧାର…

ଆକାଶ ପାଠକଙ୍କ ବାବଦରେ ଟାଟା କଂପାନିକୁ ଚିଠି ଲେଖିଲା କମିଶନରେଟ ପୋଲିସ

ଭୁବନେଶ୍ୱର-ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଟାଟା ମୋଟର୍ସର ଏମଡି କି ନାହିଁ, ତାହା ଜାଣିବାକୁ କଂପାନିକୁ ଚିଠି ଲେଖିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଖାରବେଳନଗର ଥାନା ପକ୍ଷରୁ ଏହି ଚିଠି ଲେଖାଯାଇଛି । ନିଜକୁ ଟାଟା ମୋଟର୍ସର ଏମଡି କହି ସ୍କାଏକିଙ୍ଗ୍ ଟ୍ରାଭେଲ ସଂସ୍ଥାକୁ…