Browsing Tag

Balangir

ବଲାଙ୍ଗିର ଫଳ ମାର୍କେଟରେ ନିଆଁ, ଜଣେ ଗୁରୁତର,ଦେଢ ଲକ୍ଷରୁ ଅଧିକ ଟଙ୍କାର ଫଳ ନଷ୍ଟ

ବଲାଙ୍ଗିର – ବଲାଙ୍ଗିର ଫଳ ମାର୍କେଟରେ ନିଆଁ । ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ବସଷ୍ଟାଣ୍ଡ୍ ନିକଟସ୍ଥ ଫଳ ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି । ଏଠାରେ ୭ଟି ଠେଲା ଜଳିଯାଇଥିଲା । ଅଗ୍ନିକାଣ୍ଡରେ ଦେଢ ଲକ୍ଷରୁ ଅଧିକ ଟଙ୍କାର ଫଳ ନଷ୍ଟ ହୋଇଥିବା କୁହାଯାଇଛି । ଅଗ୍ନିକାଣ୍ଡରେ ଜଣେ ଗୁରୁତର…