Browsing Tag

Berhampur

ବ୍ରହ୍ମପୁର ମେଡିକାଲ କଲେଜରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଖୋଲିବାକୁ ଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଭୟ ସର୍ଜକାଲ ଓ ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ପାଇଁ ୧୯ଟି…

ବ୍ରହ୍ମପୁରକୁ ନୂଆ ପରିଚୟ ଦେବେ ନବୀନ

ଭାରତରେ ଚଣ୍ଡିଗଡ଼, ଆଉ ଓଡ଼ିଶାରେ ବ୍ରହ୍ମପୁର । ଦୁଇଟି ଭିତରେ ସମାନତା କଣ ରହିଛି ପ୍ରଶ୍ନ କଲେ ଉତ୍ତର ମିଳିବ ରକ୍ ଗାର୍ଡେନ୍। ଚଣ୍ଡିଗଡ଼ରେ ଦେଶର ପ୍ରଥମ ପ୍ରସ୍ତର ଉଦ୍ୟାନ ନିର୍ମାଣ କରାଯାଇଥିବା ବେଳେ ବ୍ରହ୍ମପୁରରେ ଆମ ରାଜ୍ୟର ପ୍ରଥମ ତଥା ଦେଶର ଦ୍ବିତୀୟ ରକ୍ ଗାର୍ଡେନ୍ ନିର୍ମାଣ ଚାଲିଛି…

ରେଶମ ସହରରୁ ବିପୁଳ ପରିମାଣରେ ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଜବତ

ବ୍ରହ୍ମପୁର- ରେଶମ ସହର ବ୍ରହ୍ମପୁରରେ ବିପୁଳ ପରିମାଣରେ ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଜବତ ହୋଇଛି । ସହରର ବଡବଜାର ଥାନା ପାଣ୍ଡବ ନଗରରେ ଗୋଷାଣୀ ନୂଆଗାଁ ପୋଲିସ ଚଢାଉ କରି ଭେଜାଲ ହଳଦୀ ଓ ଲଙ୍କାଗୁଣ୍ଡ ଜବତ କରିଛି । ଦୁଇଟି ମେସିନ ମଧ୍ୟ ଜବତ କରିଛି ପୋଲିସ । ଏକ ଘର ଭିତରେ ମେସିନ…

ବ୍ରହ୍ମପୁରବାସୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି… ୧୨.୫୨ କୋଟି ଟଙ୍କାର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ

By- Bishnupriya Padhi ରାଜ୍ୟରେ କରୋନାର ସର୍ବାଧିକ ଭୟାବହତାରେ ୨୦୨୦ ବର୍ଷ କାଟିଥିବା ଗଞ୍ଜାମ ଜିଲ୍ଲା ବିଶେଷ କରି ବ୍ରହ୍ମପୁର ବାସିନ୍ଦାଙ୍କୁ ନବ ବର୍ଷରେ ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୁଣା ବର୍ଷର କଷ୍ଟକୁ ଭୁଲାଇ ୨୦୨୧ରେ ନୂଆ ଆରମ୍ଭ କରିବା ପାଇଁ…

ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଜଳାଶୟ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭିଡିଓ ଜାରି

ଭୁବନେଶ୍ୱର- ରାମଲିଙ୍ଗେଶ୍ୱର ଜଳାଶୟ ଓ ପାର୍କର ଲୋକାର୍ପଣ ଦ୍ୱାରା ରେଶମ ସହର ବ୍ରହ୍ମପୁର ଆହୁରି ସୁନ୍ଦର ହେବା ସହ ଜିଲ୍ଲାର ପର୍ଯ୍ୟଟନକୁ ନୂଆ ଦିଗ ମିଳିଛି । ଅବସର ବିନୋଦନର ପ୍ରମୁଖ କେନ୍ଦ୍ର ସାଜିଥିବା ଏହି ସ୍ଥାନ ବ୍ରହ୍ମପୁରକୁ ଆଦର୍ଶ ସହର ଭାବେ ଗଢି ତୋଳିବା ନେଇ ରାଜ୍ୟ ସରକାରଙ୍କ…

ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ରଖେ : ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର- ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହୋଇଛି । ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହି ପ୍ରମୋଦ ଉଦ୍ୟାନକୁ ଲୋକାର୍ପିତ କରିଛନ୍ତି । ଚିତ୍ତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତ୍ରୋତ୍ରର ତାଳେ ତାଳେ ଲେଜର ଲାଇଟ୍ ଓ ଏକ…