Browsing Tag

Bihar Assembly Elections 2020

ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ, ଆସନ୍ତା ୩ ତାରିଖରେ ଭୋଟ୍ ଗ୍ରହଣ

ପାଟନା- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି । ନଭେମ୍ବର ୩ ତାରିଖ (ମଙ୍ଗଳବାର ) ଦିନ ରାଜ୍ୟର ୯୪ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ସେହିଦିନ ପାଟନା ଜିଲ୍ଲାର ୯, ନାଳନ୍ଦାର ୭, ଭାଗଲପୁରର ୫, ଖଗରିୟାର ୪, ବେଗୁସରାିର ୭, ସମସ୍ତିପୁରର ୫,…

କୋରୋନା କାଳରେ ଭାରତର ପ୍ରଥମ ବଡ ନିର୍ବାଚନ : ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌, ୭୧ଟି…

ପାଟନା- କୋରୋନା କାଳରେ ଭାରତରେ ପ୍ରଥମ ବଡ ନିର୍ବାଚନ । କଡା କୋଭିଡ କଟକଣା ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୨୪୩ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନରେ ମତଦାନ ଚାଲିଛି । ୧୬ଟି ଜିଲ୍ଲାରେ ଏସବୁ ଆସନ…

ବିହାର ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ଥମିବ ପ୍ରଚାର

ପାଟନା – ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆଜି ସଂଧ୍ୟାରେ ପ୍ରଚାର ଶେଷ ହେଉଛି । ୨୮ ଅକ୍ଟୋବରରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୭୧ ଆସନରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ ମନ୍ତ୍ରୀଙ୍କ ସମେତ ଅନେକ ତୁଙ୍ଗନେତାଙ୍କ…