Browsing Tag

Biju Janata Dal

ବିଜେଡିରେ ଯୋଗ ଦେଲେ ବରୀର ପୂର୍ବତନ ବିଜେପି ନେତା ବିଶ୍ୱରଂଜନ ମଲ୍ଲିକ

ଭୁବନେଶ୍ୱର- ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି ଯାଜପୁରର ବରୀର ନେତା ବିଶ୍ୱରଂଜନ ମଲ୍ଲିକ । ଗତ ୨୦ ତାରିଖରେ ବିଜେପି ଛାଡିଥିଲେ ବରିଷ୍ଠ ନେତା ବିଶ୍ୱରଂଜନ । ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ମଧ୍ୟ ଥିଲେ । ୨୦୧୯ ନିର୍ବାଚନରେ ବିଶ୍ୱରଂଜନ ବିଜେପି ଟିକେଟରେ ବରୀରୁ ବିଧାୟକ…

ବିଜେଡି ପ୍ରତି ଆସ୍ଥା ସ୍ଥାପନ, ଦଳରେ ସାମିଲ ହେଲେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ…

କାଲିମେଳା – ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଏମପିଭି-୮୧ରେ ଆୟୋଜିତ ମିଶ୍ରଣ ପର୍ବରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ୧୦୦ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି…

ପିପିଲି ଭୋଟ୍ ଗଣତି : ଚତୁର୍ଥ ରାଉଣ୍ଡ ପରେ ରୁଦ୍ରପ୍ରତାପ ୫ ହଜାର ୧୪୦ ଭୋଟ୍‌ରେ ଆଗୁଆ

ପିପିଲି - ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ର ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୫ ହଜାର ୧୪୦ ଭୋଟରେ ଆଗୁଆ ରହିଛନ୍ତି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡିକୁ ୧୬ ହଜାର…

ପିପିଲି ରାଜନୀତି : ଗତ ୫ଟି ନିର୍ବାଚନରେ ବିଜେଡିର ବାଜିମାତ୍ , ୧୯୯୫ରେ ଶେଷଥର ପାଇଁ ଜିତିଥିଲା କଂଗ୍ରେସ

ପିପିଲି - ପୁରୀ ଜିଲ୍ଲାର ପିପିଲି ହେଉଛି ରାଜ୍ୟର ୧୧୦ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ । ପିପିଲି ଓ ଡେଲାଙ୍ଗ ବ୍ଲକକୁ ନେଇ ଗଠିତ ହୋଇଛି ଏହି ନିର୍ବାଚନ ମଣ୍ଡଳୀ । ଗତ ୨୦ ବର୍ଷ ମଧ୍ୟରେ ହୋଇଥିବା ୫ଟି ବିଧାନସଭା ନିର୍ବାଚନରେ ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଆସିଛନ୍ତି ପିପିଲି ଭୋଟର୍…

ପିପିଲି ଭୋଟ୍ ଗଣତି ଜାରି, ବର୍ଷକ ମଧ୍ୟରେ ଉପନିର୍ବାଚନ ବିଜୟର ହ୍ୟାଟ୍ରିକ ଅପେକ୍ଷାରେ ବିଜେଡି

ପିପିଲି - ପିପିଲି ବିଧାନସଭା ଆସନରେ ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୧୪୦୬ ଭୋଟରେ ଆଗୁଆ ରହିଛନ୍ତି । ରୁଦ୍ରପ୍ରତାପ ୪ ହଜାର ୫୫ ଭୋଟ୍ ପାଇଛନ୍ତି । ପୁରୀ ପେଣ୍ଠକଟା ଓୟାର ହାଉସରେ କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି…