Browsing Tag

Central Government

ବଢ଼ିଲା ଓମିକ୍ରନ୍ ଚିନ୍ତା: ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ଦଳ ପଠାଇବେ ସରକାର

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଓମିକ୍ରନ୍ ମାମଲା ବୃଦ୍ଧି ପାଉଛି। କରୋନାର ଏହି ନୂଆ ଭାରିଆଣ୍ଟ ବିପଦ ମଧ୍ୟରେ କେନ୍ଦ୍ର ସରକାର ୧୦ଟି ରାଜ୍ୟକୁ ମଲ୍ଟି ଡିସିପ୍ଲିନାରି ଦଳ ପଠାଇଛି ‌। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ୧୦ ରାଜ୍ୟରେ ଓମିକ୍ରନ୍ ସହ କରୋନା ମାମଲା ବୃଦ୍ଧି ପାଉଛି |…

କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇହେବ ନାହିଁ, ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇ ହେବ ନାହିଁ । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ୱାର୍ଥ ମାମଲାର ଜବାବରେ ଏହା କହିଛନ୍ତି କେନ୍ଦ୍ର ସରକାର । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଅନୁକମ୍ପା ରାଶି କେବଳ ଭୂମିକମ୍ପ ଓ…

ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର

ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ନେଇ ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ ତେଜିଛି । ବାରମ୍ବାର ଚେତାବନୀ ସତ୍ତ୍ୱେ ଆଇଟି ନିୟମ ଅନୁପାଳନ କରିନଥିବାରୁ ଟ୍ୱିଟରକୁ ମିଳିଥିବା ଆଇନଗତ ସୁରକ୍ଷାକୁ ସରକାର ହଟାଇ ଦେଇଛନ୍ତି । ଆଇନଗତ ସୁରକ୍ଷା ହରାଇବା ପରେ ଲୋକଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିିଲା ବିଜେଡି

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଯେ, ୨୦୧୯ ଫନି ବାତ୍ୟାରେ ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ଭାଙ୍ଗିଥିବା ଘରର ପୁନରୁଦ୍ଧାର ପାଇଁ କେନ୍ଦ୍ର କହିଥିଲା । ୮ ଲକ୍ଷ ଘର ଯୋଗାଇ ଦେବାକୁ କୁହାଯାଇଥିଲା । ବାକି…

ଚୀନ୍ ନାଗରିକଙ୍କ ଯାତ୍ରା ଉପରେ କଟକଣା ଲଗାଇବାକୁ ବିମାନ କମ୍ପାନୀଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ - ଚୀନ୍‌କୁ କଡ଼ା ଜବାବ ଦେଇଛି ଭାରତ । ଯେସାକୁ ତେସା ନୀତିରେ ଚୀନ୍ ନାଗରିକଙ୍କୁ ଭାରତ ନ ଆଣିବାକୁ କେନ୍ଦ୍ର ସରକାର ସବୁ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଏକ ଅନୌପଚାରିକ ନିର୍ଦ୍ଦେଶ ହୋଇଥିଲେ ବି ଚୀନ୍‌କୁ ଏକ କଡ଼ା ସନ୍ଦେଶ ଦେଇଛି ଭାରତ । କିଛିଦିନ ତଳେ ଭାରତୀୟ…