Browsing Tag

CM Naveen Patnaik

ଉପନିର୍ବାଚନରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ୨୮ ତିର୍ତୋଲ ଓ ୨୯ ତାରିଖରେ ବାଲେଶ୍ୱର ସଦର ଆସନରେ…

ଭୁବନେଶ୍ୱର – ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ଷ୍ଟାର ପ୍ରଚାରକ ଭାବେ ମୁଖ୍ୟମନ୍ତ୍ରୀ ବୁଧବାର ତିର୍ତୋଲ ଓ ଆସନ୍ତା ୨୯ ତାରିଖରେ ବାଲେଶ୍ୱର ସଦର…

ପବିତ୍ର ଦଶହରା ଓ ବିଜୟାଦଶମୀ ଉପଲକ୍ଷେ ମୁୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର- ଆଜି ଦେଶର ଅନେକ ଅଂଚଳରେ ଦଶହରା ପାଳନ କରାଯାଉଛି । ଓଡିଶାରେ ବି ଆଜି ମଣ୍ଡପରେ ପାଳନ କରାଯାଉଛି ଦଶହରା । ପବିତ୍ର ବିଜୟାଦଶମୀ ଓ ଦଶହରା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭନନ୍ଦନ ଜଣାଇଛନ୍ତି । ମାଆ ଦୁର୍ଗାଙ୍କ ଆଶୀର୍ବାଦରୁ…

ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ପବିତ୍ର ଦୁର୍ଗାପୂଜା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ମା’ ଦୁର୍ଗାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ,ସମୃଦ୍ଧି ଓ ଉଲ୍ଲାସ ଭରିଦେଉ ବୋଲି ରାଜ୍ୟବାସୀଙ୍କୁ ପୂଜା ଅଭିନନ୍ଦନ ବାର୍ତାରେ କହିଛନ୍ତି…

ଏବେ ଅନଲାଇନରେ ରେସନ କାର୍ଡ ଆବେଦନ, ଧାନ ସଂଗ୍ରହ ପଂଜୀକରଣ : ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,କହିଲେ…

ଭୁବନେଶ୍ୱର – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଂଜିକରଣଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପ ର୍ଯ୍ୟନ୍ତ ସବୁ କାର୍ଯ୍ୟର ଅନଲାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଲୋକେ ଏବେ ଘରେ ବସି ସବୁ ସୁବିଧା ପାଇପାରିବେ । ‘ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା’ – ଜଣେ ବି ଗରିବ…

ତେଲେଙ୍ଗାନା ବନ୍ୟା ରିଲିଫ ପାଇଁ ୫ କୋଟି ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବର୍ଷା ଓ ବନ୍ୟା ପ୍ରଭାବିତ ହାଇଦ୍ରାବାଦ ଓ ତେଲେଙ୍ଗାନାର ଅନ୍ୟ କିଛି ଅଂଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି । ବନ୍ୟା ପରବର୍ତୀ ରିଲିଫ ବ୍ୟବସ୍ଥା ପାଇଁ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ନବୀନ । ଗତ ସପ୍ତାହରେ ତେଲେଙ୍ଗାନାରେ ପ୍ରବଳ…

କୋଭିଡ ପରିଚାଳନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ , ଆରୋଗ୍ୟଙ୍କ ସଂଖ୍ୟା ଅଢେଇ ଲକ୍ଷ ହୋଇଥିଲେ ମଧ୍ୟ ଆତ୍ମସନ୍ତୋଷର ସ୍ଥାନ…

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି । ରାଜ୍ୟରେ କ୍ରମାଗତ ଭାବେ ନୂଆ କୋଭିଡ ସଂକ୍ରମଣ କମୁଛି । ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ , ପୋଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧାମାନଙ୍କ କଠିନ ପରିଶ୍ରମ ଓ ସମସ୍ତ…

୬୧ତମ ପୋଲିସ ସହିଦ ସ୍ମୃତି ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା, କୋଭିଡ ରୋଗୀଙ୍କୁ ପ୍ଲାଜମା ଦାନ ପାଇଁ ଓଡିଶା ପୋଲିସର…

ଭୁବନେଶ୍ୱର-ଆଜି ହେଉଛି ୬୧ ତମ ପୋଲିସ ସହିଦ ସ୍ମୃତି ଦିବସ । ଏ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତା ଦେଇଛନ୍ତି । ବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶ ପାଇଁ ସର୍ବୋଚ୍ଚ ତ୍ୟାଗ ସ୍ୱୀକାର କରିଥିବା ବୀର ପୋଲିସମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୯୬୦ ମସିହାରୁ ପାଳନ…