Browsing Tag

COVID-19 Testing

ଭୁବନେଶ୍ୱର ବିମାନବନ୍ଦରରେ ସ୍ଥାପନ ହେବ କୋଭିଡ ଟେଷ୍ଟିଂ ସେଂଟର

ଭୁବନେଶ୍ୱର- ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗୋଟିଏ କୋଭିଡ-୧୯ ଟେଷ୍ଟିଂ ସେଂଟର ସ୍ଥାପନ କରାଯିବ । ରାଜ୍ୟକୁ ଆସୁଥିବା କୌଣସି ଯାତ୍ରୀଙ୍କଠାରେ ଯଦି କୋଭିଡ ଲକ୍ଷମ ଦେଖାଯାଏ, ତାହାହେଲେ ସେମାନଙ୍କ ଟେଷ୍ଟିଂ ବାଧ୍ୟତାମୂଳକ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା…

ଅଧିକ କରୋନା ପରୀକ୍ଷା କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ – ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଅଧିକରୁ ଅଧିକ ପରୀକ୍ଷା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛି । କୋଭିଡ୍‌-୧୯ ପରୀକ୍ଷାକୁ ବ୍ୟାପକ କରି ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ରାଜ୍ୟମାନଙ୍କୁ…

ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ, ଗାଇଡଲାଇନ୍ସ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର – କୋରୋନା ମହାମାରୀ ଦୃଷ୍ଟିରୁ ଆସନ୍ତା ବିଧାନସଭା ଅଧିବେଶନ ନେଇ ଗାଇଡଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସବୁ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ । ବିଧାୟକଙ୍କ ପିଏସଓ ଏବଂ ଡ୍ରାଇଭରଙ୍କ ବି ହେବ କୋରୋନା ଟେଷ୍ଟ । ଆସନ୍ତା ୨୭ ଓ ୨୮ ତାରିଖରେ…