Browsing Tag

COVID-19 Update

କରୋନା ଅପଡେଟ୍: ବଢୁଛି ମୃତ୍ୟୁ ସଂଖ୍ୟା, ଦିନକରେ ୮୦୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଠ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ହଜାରରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ଦିନକ ପୂର୍ବରୁ ଏହି ମହାମାରୀରେ ୭୦୦ରୁ ଅଧିକ ଲୋକଙ୍କ…

କରୋନା ଅପଡେଟ୍‌: ୮୮ ଦିନ ପରେ ସବୁଠୁ କମ୍ ମାମଲା, ଆଉ ୫୩,୨୫୬ ସଂକ୍ରମିତ ଚିହ୍ନଟ, ୧୪୨୨ ମୃତ

ନୂଆଦିଲ୍ଲୀ: ୮୮ ଦିନ ପରେ ଭାରତରେ ସବୁଠୁ କମ୍ କୋଭିଡ୍ ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫୩,୨୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ୧୪୨୨ ଜଣଙ୍କର ମୃତ୍ୟୁ ହୋଇଛି । କୋଭିଡ୍‌-୧୯ରୁ ପୁଣି ୭୮,୧୯୦ ଲୋକ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ…

ରାଜ୍ୟରେ ଦୀର୍ଘ ୮ ମାସ ପରେ ହଜାରେ ତଳକୁ ଖସିଲା ସକ୍ରିୟ କୋରୋନା ମାମଲା, ୨୪ ଘଂଟାରେ ୭୧ ନୂଆ ରୋଗୀ

ଭୁବନେଶ୍ୱର- ରାଜ୍ୟରେ ଦାର୍ଘ ୮ ମାସ ପରେ ପ୍ରଥମ ଥର ପାଇଁ ହଜାରେ ତଳକୁ ଖସିଛି କୋରୋନା ସକ୍ରିୟ ମାମଲା ସଂଖ୍ୟା । ରାଜ୍ୟରେ ଏବେ ମାତ୍ର ୯୪୬ ଜଣ କୋରୋନା ରୋଗୀ ହିଁ ଚିକିତ୍ସାଧୀନ ଅଛନ୍ତି । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି କୋଭିଡ ଯୋଦ୍ଧାଙ୍କୁ ଶ୍ରେୟ…

କରୋନା ଅପଡେଟ୍: ଦେଶରେ ୧୬,୩୧୧ ନୂଆ ଆକ୍ରାନ୍ତ

ନୂୂଆଦିଲ୍ଲୀ - ଦେଶରେ କରୋନାର ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୪ ଲକ୍ଷ ୬୬ ହଜାର ୫୪୫ ଲୋକ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୩୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଆଉ ୧୬୧ ଜଣଙ୍କର…