Browsing Tag

COVID-19 Vaccination Drive

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରରେ ୮୧ ପ୍ରତିଶତରୁ ଅଧିକ କୋରୋନା ଯୋଦ୍ଧାଙ୍କୁ ଟିକାଦାନ

ଭୁବନେଶ୍ୱର- ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକାକରଣରେ ଶନିବାର ୪୩୦ଟି ସ୍ଥାନରେ ୮୧ ଦଶମିକ ୩ ପ୍ରତିଶତ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ୧୦ଟି ଜିଲ୍ଲାରେ ଶତ ପ୍ରତିଶତରୁ ଅଧିକ ଟିକାଦାନ ହୋଇଥିବା ଜଣାପଡିଛି . ରାୟଗଡା ଜିଲ୍ଲାରେ ସର୍ବାଧିକ ୧୭୩ ଦଶମିକ ୭ ପ୍ରତିଶତ କୋରୋନା…

କୋଭିଡ ଟିକା ନେଲେ ପୋଲିସ ଡିଜି ଓ ପୋଲିସ କମିଶନର

ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପୋଲିସ ଡିଜି ଅଭୟ କୋରୋନା ଟିକା ନେଇଛନ୍ତି । କଟକ ଇଣ୍ଡୋର ଷ୍ଟାଡିୟମରେ ଟିକା ନେଇଛନ୍ତି ପୋଲିସ ଡିଜି । ଟିକା ସୁରକ୍ଷିତ ବୋଲି ପୋଲିସ ଡିଜି କହିଛନ୍ତି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମଧ୍ୟ ଟିକା ନେଇଛନ୍ତି ।…

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ମୁଖ୍ୟମନ୍ତ୍ରୀ ନେବେ ଟିକା

ନୂଆଦିଲ୍ଲୀ – ଦେଶରେ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ୍ ଟିକା ନେବେ । ଟିକା ପ୍ରତି ସାଧାରଣ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ସବୁ ମୁଖ୍ୟମନ୍ତ୍ରୀ ଟିକା ନେବେ ବୋଲି ସରକାରୀ…

ଟିକାକରଣର ତୃତୀୟ ଦିନ: ଏଯାବତ୍ ୩.୮୧ ଲକ୍ଷ ଲୋକଙ୍କୁ ଦିଆଯାଇଛି ଟିକା, ୫୮୦ ପାଶ୍ୱର୍ପ୍ରତିକ୍ରିୟା ମାମଲା

ନୂଆଦିଲ୍ଲୀ - କରୋନା ମହାମାରୀ ବିରୋଧରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଏବେ ଭାରତରେ ଚାଲିଛି । ଏହି ଟିକାକରଣ ଅଭିଯାନର ଆଜି ଥିଲା ତୃତୀୟ ଦିବସ । ସୋମବାର ସୁଦ୍ଧା ଦେଶରେ ୩.୮୧ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଆଜି ସନ୍ଧ୍ୟା ୫ଟା ସୁ୍‌ଦ୍ଧା…