Browsing Tag

COVID-19 Vaccination Drive

ସଫଳତାର ସହ ଚାଲିଛି କୋଭିଡ ଟିକାକରଣ, ୪୫ ଦିନରେ ୧୦ ଲକ୍ଷ ଡୋଜ୍‌, କୋରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର –ରାଜ୍ୟରେ କୋଭିଡ ଟିକାକରଣ ସୁରୁଖୁରୁରେ ଚାଲିଛି । କୋଭିଡ ଟିକାକରଣରେ ଓଡିଶା ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ରହିଛି । ମାତ୍ର ୪୫ ଦିନରେ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଡୋଜ୍ ଟିକା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଭାଗ କୋରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରାଯାଇଛି ।…

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ପ୍ରଧାନମନ୍ତ୍ରୀ ମୋଦି ନେଲେ ଟିକା

ନୂଆଦିଲ୍ଲୀ - ଆଜି ଠାରୁ ଦେଶରେ ଆରମ୍ଭ ହୋଇଛି କରୋନା ବିରୋଧରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଳୀ ଏମ୍ସରେ ଟିକା ନେଇ ଏହି ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ମୋଦି ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ଦେଶୀ ଟିକା ‘କୋଭାକ୍ସିନ’ ର ପ୍ରଥମ…

ମାର୍ଚ୍ଚ ପହିଲାରୁ ବୟସ୍କ ନାଗରିକଙ୍କୁ ଟିକାକରଣ, ଗୁରୁତର ରୋଗରେ ପୀଡିତ ଥିଲେ ଦେବାକୁ ହେବ ସାର୍ଟିଫିକେଟ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କର ଟିକାକରଣ ଚାଲିଛି । ପ୍ରଥମ ଡୋଜରେ ୮୮ ପ୍ରତିଶତ ଓ ଦ୍ୱିତୀୟରେ ୮୬ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ୭୮…

ରାଜ୍ୟରେ ଆଜିଠାରୁ ଦ୍ୱିତୀୟ ଡୋଜ୍ କୋରୋନା ଟିକାକରଣ

ଭୁବନେଶ୍ୱର - ଆଜିଠାରୁ ରାଜ୍ୟରେ ଦ୍ୱିତୀୟ ଡୋଜ୍ କୋରୋନା ଟିକାକରଣ ଆରମ୍ଭ ହୋଇଛି । ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ୨୮ ଦିନ ପୂର୍ବରୁ ପ୍ରଥମ ଡୋଜ୍ ନେଇଥିଲେ, ସେମାନଙ୍କୁ ଆଜିଠାରୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବ ଦ୍ୱିତୀୟ ଡୋଜ୍ ଟିକାକରଣ । ଏଣେ ପ୍ରଥମ…

ରାଜ୍ୟରେ ଆଜି ଶେଷ ହେଉଛି ପ୍ରଥମ ପର୍ଯ୍ୟାୟ ଟିକାକରଣ, ବାକିଥିବା ବ୍ୟକ୍ତିଙ୍କୁ ଟିକା ପାଇଁ ଘରୋଇ ହସପିଟାଲରେ ବ୍ୟବସ୍ଥା

ଭୁବନେଶ୍ୱର- ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ ଆଜି ଶେଷ ହେଉଛି । ପ୍ରଥମ ପର୍ଯ୍ୟାୟରେ ଯେତିକି ଲୋକଙ୍କୁ ସରକାର ଟାର୍ଗେଟ କରିଥିଲେ,ତାଠାରୁ ଅଧିକ ଲୋକ ଟିକା ନେଇଛନ୍ତି । ସ୍ୱାସ୍ଥ୍‌୍ୟକର୍ମୀ ଓ ସଫେଇ କର୍ମଚାରୀ ପ୍ରଥମ ପର୍ଯ୍ୟାୟରେ ଟିକା ନେଇଛନ୍ତି । ସେପଟେ ଗତ ୬ ତାରିଖରୁ ଆରମ୍ଭ…

ଫେବୃୟାରୀ ୧୩ରୁ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ

ନୂଆଦିଲ୍ଲୀ – କୋଭିଡ୍ ବିରୋଧରେ ଭାରତରେ ଚାଲିଛି ବିଶ୍ୱର ସବୁଠୁ ବୃହତ ଟିକାକରଣ ଅଭିଯାନ । ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏଯାବତ୍ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆସରିଛି । ଫେବୃୟାରୀ ୧୩ରୁ ଦ୍ୱିତୀୟ ଡୋଜ୍ ଲଗାଯିବା ଆରମ୍ଭ ହେବ । ସ୍ୱାସ୍ଥ୍ୟ…