Browsing Tag

COVID-19 Vaccination

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା : କାଲିଠୁ ରାଜ୍ୟରେ ଟିକାକରଣ କେନ୍ଦ୍ର ସଂଖ୍ୟା ବଢିବ

ଭୁବନେଶ୍ୱର- ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ, କାଲିଠାରୁ ରାଜ୍ୟରେ ଟିକାକରଣ କେନ୍ଦ୍ର ସଂଖ୍ୟା ବଢିବ । ପ୍ରତି ମେଡିକାଲ କଲେଜରେ ୫ଟି ଟିକାକରଣ କେନ୍ଦ୍ର ରହିବ । ଟିକାକରଣ ପାଇଁ ପ୍ରତି ଟିମରେ ୫ ଜଣ ବଦଳରେ ୬ ଜଣ…

ରାଜ୍ୟରେ ଟିକାକରଣର ପ୍ରଥମ ଦିନ ସଫଳ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଧନ୍ୟବାଦ ଦେଲେ ପିସିସି ସଭାପତି

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣର ପ୍ରଥମ ଦିନ ସୁରୁଖୁରୁରେ ଯାଇଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି । ନିରଞ୍ଜନ , ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ରାଜ୍ୟର ସବୁ ବିପିଏଲ ବର୍ଗର…

ପ୍ରଥମ ଦିନରେ ୧.୯୧ ଲକ୍ଷ ଲୋକଙ୍କୁ ଦିଆଗଲା ଟିକା

ନୂଆଦିଲ୍ଲୀ - ଦେଶରେ ଶନିବାର ଠାରୁ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ଟିକାକରଣର ପ୍ରଥମ ଦିନରେ କେବଳ ୧ ଲକ୍ଷ ୯୧ ହଜାର ୧୮୧ ଲୋକଙ୍କୁ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା…

କୋଭିଡ ଟିକାକରଣର ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ ୮୧ ପ୍ରତିଶତ ଟିକାଦାନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଦିନରେ ୮୧ ପ୍ରତିଶତ ଟିକାଦାନ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି । ରାଜ୍ୟର ୧୬୧ଟି କେନ୍ଦ୍ରରେ ୧୩ ହଜାର ୨୯୨ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଟିକାକାରଣର କୌଣସି ଗୁରୁତର…

ନରୱେରେ କୋଭିଡ୍ ଟିକା ନେବା ପରେ ୨୩ ଜଣଙ୍କ ମୃତ୍ୟୁ

ଅସ୍ଲୋ – ବିଶ୍ୱର ଅନେକ ସ୍ଥାନରେ ଏବେ କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନ ଚାଲିଛି । ଭାରତରେ ମଧ୍ୟ ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଶନିବାର ଠାରୁ ଆରମ୍ଭ ହୋଇଛି । କରୋନା ବିରୋଧରେ ଟିକାକରଣ ମାଧ୍ୟମରେ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ କିଛି ଟିକାର ସୁରକ୍ଷା…

ଟିକାକରଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀଙ୍କ ସହ ଆଲୋଚନା, ମତାମତ…

ଭୁବନେଶ୍ୱର- ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ ଟିକାକରଣ ଅଭିଯାନ । ରାଜ୍ୟରେ ୧୬୧ଟି କେନ୍ଦ୍ରରେ ଚାଲିଛି ଟୀକାକରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକରଣର ସମୀକ୍ଷା କରିଛନ୍ତି । ରାଜ୍ୟରେ ଟିକା ନେଇଥିବା କିଛି ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଅନୁଭୂତି…

ରାଜ୍ୟର ୧୬୧ କେନ୍ଦ୍ରରେ ଆଜିଠୁ କୋଭିଡ ଟିକାକରଣ

ଭୁବନେଶ୍ୱର- ଆଜି କୋରୋନା ବିରୋଧରେ ଶେଷ ଲଢେଇ ଆରମ୍ଭ ହେଉଛି । ସାରା ଦେଶରେ ଆଜି କୋଭିଡ ଟିକାକରଣ ଆରମ୍ଭ ହେଉଛି । ଓଡିଶା ବି ଟିକାକରଣ ପାଇଁ ପ୍ରସ୍ତୁତ । ରାଜ୍ୟର ୧୬୧ କେନ୍ଦ୍ରରେ କୋରୋନା ଟିକା ଦିଆଯିବ । ସବୁ ଜିଲ୍ଲାରେ ପହଂଚିସାରିଛି କୋରୋନା ଟିକା । ଯେଉଁମାନେ ଟିକା ନେବେ, ସେମାନଙ୍କୁ…

କରୋନା ବିରୋଧରେ ଶେଷ ଲଢ଼େଇ: ଆଜିଠୁ ଭାରତରେ ମେଗା ଟିକାକରଣ ଅଭିଯାନ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଳୀ - ଶେଷରେ ଅପେକ୍ଷାର ଅନ୍ତ ଘଟିଛି । କରୋନା ମହାମାରୀ ବିରୋଧରେ ଶେଷ ଲଢ଼େଇ ପାଇଁ ଅଣ୍ଟା ଭିଡିଛି ଭାରତ । ଆଜିଠୁ ସାରାଦେଶରେ କରୋନା ବିରୋଧୀ ଟିକାକରଣ ଅଭିଯାନ ଆରମ୍ଭ ହେଉଛି । ପୂର୍ବାହ୍ନ ୧୦ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱର…