Browsing Tag

COVID-19 Vaccination

କୋଭିଡ୍ ଟିକା ନେବା ପାଇଁ ଭାରତକୁ ବିମାନ ପଠାଇଲା ବ୍ରାଜିଲ

ରିଓ ଡି’ଜେନିରୋ – ବ୍ରାଜିଲ ଏବେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀର ସାମ୍ନା କରୁଛି । ଏହାରି ଭିତରେ ଟିକା ଆଣିବା ପାଇଁ ଭାରତକୁ ଏକ ବିମାନ ପଠାଇଛି ବ୍ରାଜିଲ । ବ୍ରାଜିଲକୁ ଟିକା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଜେୟର ବୋଲସୋନାରୋ କିଛି ଦିନ ତଳେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଜାନୁଆରୀ ୧୬ରୁ ରାଜ୍ୟରେ ସକାଳ ୯ରୁ ଅପରାହ୍ନ ୫ଟା ଯାଏଁ ଟିକାଦାନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ପ୍ରସ୍ତୁତି ନେଇ ରାଜ୍ୟ ସରକାର ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ଜାନୁଆରୀ ୧୬ରେ ରାଜ୍ୟର ୧୬୦ଟି କେନ୍ଦ୍ରରେ ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ପ୍ରତି କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ ଚାଲିବ…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ତାଲିକା ପ୍ରସ୍ତୁତ, ଭୁବନେଶ୍ୱରରେ ୯ ହଜାରଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର- ଆସନ୍ତା ୧୬ରେ ଦେଶରେ କୋଭିଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଓଡିଶାରେ ବି ସେହିଦିନ ଆରମ୍ଭ ହେବ ଟିକାକରଣ । ରାଜ୍ୟରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପହଂଚିସାରିଛି । କୋଭିସିଲ୍ଡର ୪ ଲକ୍ଷ ୮ ହଜାର ଡୋଜ୍ ଆସିଥିବା ବେଳେ କୋଭାକ୍ସିନର ୨୦ ହଜାର ଡୋଜ୍ ଆସିଛି । କାହାକୁ କେଉଁ…

କରୋନା ଟିକାକରଣ ପାଇଁ ସ୍ଥଗିତ ହେଲା ପୋଲିଓ ବିରୋଧୀ ଅଭିଯାନ

ନୂଆଦିଲ୍ଲୀ - ଜାନୁଆରୀ ୧୬ ରୁ ଦେଶରେ କରୋନା ବିରୋଧରେ ଟୀକାକରଣ ଅଭିଯାନ ଆରମ୍ଭ ହେବ । ଏହାର ପ୍ରଭାବ ବର୍ତ୍ତମାନ ଦେଶରେ ଚାଲିଥିବା ଅନ୍ୟ ଟିକାକରଣ କାର୍ଯ୍ୟକ୍ରମ ଉପରେ ପଡ଼ିଛି । ୧୭ ଜାନୁଆରୀରେ ହେବାକୁ ଥିବା ପୋଲିଓ ଟୀକାକରଣ ଏବେ ସ୍ଥଗିତ ରଖାଯାଇଛି । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ…

ଓଡିଶାରେ ପହଂଚିଲା ସେରମ୍‌ର କୋରୋନା ଟିକା କୋଭିସିଲ୍ଡ

ଭୁବନେଶ୍ୱର- ଆସନ୍ତା ୧୬ ତାରିଖରେ ଆରମ୍ଭ ହେବାକୁ ଥିବା ଟିକାକରଣ ପାଇଁ କୋରୋନା ଟିକା ଓଡିଶାରେ ପହଂଚିଛି । ମହାରାଷ୍ଟ୍ର ପୁଣେରୁ ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଆସିଛି । ସ୍ପାଇସଜେଟର ସ୍ୱତନ୍ତ୍ର ବିମାନରେ ଟିକା ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲା । ପରେ କଡା ସୁରକ୍ଷାର…

କୋଭିଡ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶାରେ କୋଭିଡ ଟିକା କୋଭିସିଲ୍ଡ ପଂହଚିଥିବାରୁ ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୂଲ୍ୟବାନ ଜୀବନ ବ୍ୟାପକ ରକ୍ଷା ପାଇଁ କୋଭିଡ ଟିକାକରଣ ଲାଗି ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ସେରମ୍ ଇନଷ୍ଟିଚ୍ୟୁଟରୁ ‘କୋଭିସିଲ୍ଡ’ ଟିକାର ପ୍ରଥମ ବ୍ୟାଚ୍ ପଠାଗଲା, ୧.୧ କୋଟି ଡୋଜ୍ ପାଇଁ ଅର୍ଡର…

ନୂଆଦିଲ୍ଲୀ - ଜାନୁଆରୀ ୧୬ ରୁ ଦେଶରେ ଟୀକାକରଣ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କଡା ସୁରକ୍ଷା ମଧ୍ୟରେ ମଙ୍ଗଳବାର ସକାଳେ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଉତ୍ପାଦନ କେନ୍ଦ୍ରରୁ 'କୋଭିଶିଲ୍ଡ' ଟିକାରର ପ୍ରଥମ ବ୍ୟାଚ୍ ପଠାଯାଇଛି।…

ଆଜି ଅପରାହ୍ନରେ ପୁଣେରୁ ଓଡିଶାକୁ ଆସିବ ଟିକା

ଭୁବନେଶ୍ୱର-ଆଜି ଓଡିଶାକୁ ଆସିବ କୋଭିଡ ଟିକା । ସ୍ୱତନ୍ତ୍ର ବିମାନରେ ପୁଣେରୁ ଭୁବନେଶ୍ୱର ଆସିବ ଟିକା । ଆଜି ଅପରାହ୍ନ ୪ଟା ୨୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ କୋଭିସିଲ୍ଡ ଟିକା ପହଂଚିବ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ରାଜ୍ୟ ସରକାରଙ୍କୁ ଅବଗତ…