Browsing Tag

COVID-19 Warriors

କୋଭିଡ ଯୋଦ୍ଧା ସଫେଇ କର୍ମଚାରୀଙ୍କୁ ଭୁରି ଭୋଜନ ପରସିଲେ ସମ୍ବଲପୁର ଜିଲ୍ଲାପାଳ

ସମ୍ବଲପୁର: ଆଜି ବୁର୍ଲା ବିଜୁକଲ୍ୟାଣ ମଣ୍ଡପ ରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆୟୋଜିତ ହୋଇଯାଇଛି ବଡାଖାନା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ କୁ ସମ୍ବଲପୁର ଜିଲ୍ଲାପାଳ ସୁଭମ ସକ୍ସେନ ଉଦ୍ଘାଟନ କରିଥିଲେ । ତେବେ କୋଭିଡ ସମୟରେ ନିଜଯିବନକୁ ବାଜି ଲଗାଇ ସଫେଇ କାର୍ଯ୍ୟରେ ନିୟୋଜିତ…

ଆସନ୍ତାକାଲି ପୋଲିସ ଓ ପ୍ରାଶାସନିକ ଅଧିକାରୀମାନେ ନେବେ କୋରୋନା ଟିକା, ଟିକା ନେବାବେଳର ଫଟୋ ଟ୍ୱିଟ୍ କରିବେ

ଭୁବନେଶ୍ୱର-ଆସନ୍ତାକାଲି ରାଜ୍ୟରେ ଆଗଧାଡିର କୋରୋନା ଯୋଦ୍ଧାମାନଙ୍କୁ ଦିଆଯିବ ଟିକା । ଏ ସଂପର୍କରେ ସବୁ ଜିଲ୍ଲାପାଳ, ପୌର କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଚିଠି ଲେଖି ଅବଗତ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଆସନ୍ତାକାଲି ସମସ୍ତ ବରିଷ୍ଠ…

ଆସନ୍ତା ୬ ତାରିଖରୁ ସମ୍ମୁଖଭାଗ କୋଭିଡ ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା

ଭୁବନେଶ୍ୱର- ଏଣିକି ସରକାରୀ ଅଫିସରେ ଦିଆଯିବ କୋରୋନା ଟିକା । ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କୁ ବିଭିନ୍ନ ଅଫିସରେ ଟିକା ରୁମ କରାଯାଇ କୋଭିଡ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ , ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଟିକାକରଣ ହେବ । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ…

କୋରୋନା ଯୋଦ୍ଧାଙ୍କ ଚିକିତ୍ସାକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା, ଆଦିତ୍ୟ ଅଶ୍ୱିନୀ ହସପିଟାଲରେ ହେବ ଚିକିତ୍ସା

ଭୁବନେଶ୍ୱର- କୋରୋନା ବିରୋଧରେ ରାଜ୍ୟର ଲଢେଇ ଜାରି ରହିଥିବା ବେଳେ ଏହି ମାରାତ୍ମକ ମହାମାରୀର ସାମନା କରୁଥିବା ଡାକ୍ତରଙ୍କ ସମେତ ଅନ୍ୟ କୋରୋନା ଯୋଦ୍ଧାଙ୍କ ଭଲ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ହସପିଟାଲରେ କୋରୋନା ଯୋଦ୍ଧାଙ୍କ ଚିକିତ୍ସା କରିବା ପାଇଁ…

ରାୟଗଡା ଓ ଗଂଜାମ ଜିଲ୍ଲାରେ ଅଭିନବ ଶୈଳୀରେ କୋଭିଡ ସଚେତନତା ବାର୍ତା ଦେଉଥିବା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭୂୟସୀ…

ଭୁବନେଶ୍ୱର – ଅଭିନବ ଉପାୟରେ କୋଭିଡ-୧୯ ବିରୋଧରେ ସଚେତନତା ବାର୍ତା ପ୍ରଚାର କରୁଥିବା ଜଣେ ସ୍ୱେଚ୍ଛାସେବୀଙ୍କ ସମେତ ଜଣେ ଆଶାକର୍ମୀ ଓ ଜଣେ ଅଙ୍ଗନବାଡି କର୍ମୀଙ୍କ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଷ୍ଟକର ସମୟରେ ଉତ୍ସର୍ଗୀକୃତ ମନୋଭାବ ସହ ଅଭିନବ ଶୈଳୀରେ କୋଭିଡ…