Browsing Tag

DGP Abhay

ଦାଦାବଟି ଆଦାୟ ବିରୋଧରେ ଅଭିଯୋଗ ପାଇଁ ହେଲପଲାଇନ୍ ନମ୍ବର ଜାରି କଲେ ଡିଜିପି ଅଭୟ

ଭୁବନେଶ୍ୱର - ଦାଦା ବଟି ଆଦାୟ ବିରୋଧରେ ଅଭିଯୋଗ କରିବା ପାଇଁ ସାଧାରଣ ଲୋକଙ୍କ ନିମନ୍ତେ ଏକ ହେଲପଲାଇନ ନମ୍ବର ଜାରି କରିଛନ୍ତି ଓଡିଶା ଡିଜିପି ଅଭୟ । ଭୁବନେଶ୍ୱର ଓ କଟକ ସହର ପାଇଁ ଜାରି ହୋଇଥିବା ନମ୍ବର ଉଦ୍ଦିଷ୍ଟ । ହେଲପଲାଇନ୍ ନମ୍ବର ହେଲା – ୯୯୩୮୯୧୦୦୦୦ । ଏହି ଉତ୍ସର୍ଗୀକୃତ ହେଲପଲାଇନ…

ନକ୍ସଲପ୍ରବଣ ଅଞ୍ଚଳ ତାଲିକାରୁ ହଟିଲା ରାଜ୍ୟର ୫ ଜିଲ୍ଲା 

ଭୁବନେଶ୍ୱର: ଆଜି ରାଜ୍ୟର ୫ଟି ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୫ ଜିଲ୍ଲାଗୁଡିକ ହେଲା ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ । ଏହିସବୁ ଜିଲ୍ଲାରେ ନକ୍ସଲ ଗତିବିଧି କମିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଡିଜି ଅଭୟ…

ପୋଲିସ ଡିଜି ଙ୍କ ଗଞ୍ଜାମ ଗସ୍ତ, ସମିକ୍ଷା କଲେ କୋଭିଡ-୧୯ ସଂପର୍କିତ ନିୟମ ପ୍ରବର୍ତ୍ତନ ଓ ସିମା ବନ୍ଦ ପ୍ରସଙ୍ଗ

ବ୍ରହ୍ମପୁର: ରାଜ୍ୟ ପୋଲିସ ଡିଜି ଅଭୟ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କୋଭିଡ-୧୯ ସଂପର୍କିତ ନିୟମ ପ୍ରବର୍ତ୍ତନ ଓ ସିମା ବନ୍ଦ ଆଦି ପ୍ରସଙ୍ଗ ଉପରେ ସମିକ୍ଷା କରିଥଲେ ।  ଏହି ଅବସରରେ ସେ ଛତ୍ରପୁର ଠାରେ ଦକ୍ଷିଣାଚଳ ରେଂଜ ଡିଆଇଜି ଆରକ୍ଷୀ ଅଧିକ୍ଷିକ ଗଞ୍ଜାମ ଓ ଆରକ୍ଷୀ…