Browsing Tag

DGP Odisha

ଅଭୟଙ୍କ ପରେ କିଏ ? ନୂଆ ଡିଜିପି ପାଇଁ ୧୪ ବରିଷ୍ଠ ଆଇପିଏସଙ୍କ ନାଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଲେ ରାଜ୍ୟ ସରକାର

ଭୁବନେଶ୍ୱର- ଏ ବର୍ଷ ଡିସେମ୍ବର ୩୧ ତାରିଖରେ ଶେଷ ହେଉଛି ଡିଜିପି ଅଭୟଙ୍କ କାର୍ଯ୍ୟକାଳ । ଅଭୟଙ୍କ ପରେ ଏହି ପଦରେ କିଏ ଅବସ୍ଥାପିତ ହେବେ, ସେ ନେଇ ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ୧୪ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାଁ ପଠାଇଛନ୍ତି । ସେହି ତାଲିକାକୁ…

୬୨ତମ ପୋଲିସ ସହିଦ ସ୍ମୃତି ଦିବସରେ ଡିଜିପିଙ୍କ ଶ୍ରଦ୍ଧାଞ୍ଜଳି

କଟକ- ଆଜି ହେଉଛି ୬୨ତମ ପୋଲିସ ସହିଦ ସ୍ମୃତି ଦିବସ । ଏହି ଅବସରରେ କର୍ତ୍ତବ୍ୟ ସଂପାଦନ ବେଳେ ଦେଶ ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନ ଜଣାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । କୋରୋନା ଯୋଦ୍ଧା ଭାବେ ଜୀବନ ହରାଇଥିବା ପୋଲିସ କର୍ମୀଚାରୀଙ୍କୁ ବି…

ପୋଲିସ ଡିଜି ଓ ବରିଷ୍ଠ ପୋଲିସ ପଦାଧିକାରୀଙ୍କ ରାଉରକେଲା, କନ୍ଧମାଳ ଓ କୋଟଗଡ ଗସ୍ତ

ଭୁବନେଶ୍ୱର- ପୋଲିସ ମହାନିର୍ଦ୍ଦେଶକ ଅଭୟ, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇନ ଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ଓ ଆଇଜି ଅପରେସନ ଅମିତାଭ ଠାକୁର ଆଜି ରାଉରକେଲା, କନ୍ଧମାଳ ଓ କୋଟଗଡ ଗସ୍ତ କରିଛନ୍ତି । ପୋଲିସ କର୍ମଚିରୀଙ୍କୁ ଡିଜିପିଙ୍କ ଡିସ୍କ ପ୍ରଦାନ କରାଯିବା ସହ ନକ୍ସଲ ଦମନ…

ଛତିଶଗଡର ତିନି ହାର୍ଡକୋର ମାଓବାଦୀଙ୍କ ଓଡିଶା ପୋଲିସ ନିକଟରେ ଆତ୍ମସମର୍ପଣ

ଭୁବନେଶ୍ୱର –ତିନି ଦୁର୍ଦ୍ଧାନ୍ତ ମାଓବାଦୀ ଓଡିଶା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଡିଜିପି ଅଭୟଙ୍କ ଉପସ୍ଥିତିରେ ଛତିଶଗଡ କ୍ୟାଡରର ତିନି ହାର୍ଡକୋର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ମହାନଦୀ ଏରିଆ କମିିଟିର ସଦସ୍ୟ ଥିଲେ । ଆତ୍ମସମର୍ପଣ ନେଇ ପ୍ରେସମିଟରେ ସୂଚନା…

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ୱର- ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଡିଜିପି ଅଭୟ । ନୂଆବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ଓ ମଙ୍ଗଳମୟ ହେଉ ବୋଲି ଡିଜିପି ଅଭୟ ତାଙ୍କ ବାର୍ତାରେ କହିଛନ୍ତି । pic.twitter.com/a3vGdgNqpQ — DGP, Odisha (@DGPOdisha) January 1, 2021

ପୋଲିସ ଡିଜିଙ୍କ ସୂଚନା : ଗତ ୯ ମାସରେ ରାଜ୍ୟରେ ୧ ହଜାର ୫୪ କୁଇଟାଂଲ ଗଂଜେଇ ଜବତ , ଗଂଜେଇ ଓ ବ୍ରାଉନସୁଗାର ବିରୋଧରେ…

ଭୁବନେଶ୍ୱର- ଓଡିଶାରେ ବ୍ରାଉନସୁଗାର ଓ ଗଂଜେଇ ବିରୋଧରେ ଅଭିଯାନ ଜାରି ରହିବ । ଚୋରା ଚାଲାଣ ରୋକିବାକୁ ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଡିଜିପିଙ୍କ ସୂଚନା ଅନୁସାରେ ଗତ ୯ ମାସରେ ରାଜ୍ୟରେ ୧ ହଜାର ୫୪…