Browsing Tag

Ekamra Kshetra

ବାଇ-ଲ’ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରଶ୍ନ

ଭୁବନେଶ୍ୱର- ଏକାମ୍ର କ୍ଷେତ୍ରରେ ଏନଏମଏର ପ୍ରସ୍ତାବିତ ବାଇ-ଲ’ ପ୍ରସଙ୍ଗରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା ପ୍ରଶ୍ନ କରିଛନ୍ତି ଯେ, ସଂସଦଠୁ ବଳି ବଡ ଫୋରମ ଆଉ କ’ଣ ଅଛି କି ?…

ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ଉପନିୟମ ବିରୋଧରେ ଦୀପଜାଳି ପ୍ରତିବାଦ କଲେ ରାଜଧାନୀବାସୀ

ଭୁବନେଶ୍ୱର-ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଉପରୁ ଏନଏମଏର ବିବାଦୀୟ ବାଇ-ଲ’ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନଏମଏ ଉପନିୟମ ପ୍ରତ୍ୟାହାର ପାଇଁ ଦାବି ଜୋରଦାର ହୋଇଛି । ଆଜି ରାଜଧାନୀ ବାସିନ୍ଦା ଦୀପ ଜାଳି ଉପନିୟମକୁ ବିରୋଧ…

ଶ୍ରୀଲିଙ୍ଗରାଜ ମନ୍ଦିର ନେଇ ବାଇ-ଲ’ ପ୍ରତ୍ୟାହାର ଦାବିରେ ଏନଏମଏକୁ ଚିଠି ଲେଖିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର- ଲିଙ୍ଗରାଜ ମନ୍ଦିର ନେଇ ବିବାଦୀୟ ବାଇ -ଲ’ ପ୍ରତ୍ୟାହାର ଦାବି କରି ଜାତୀୟ ସ୍ମାରକୀ ପ୍ରାଧିକରଣ-ଏନଏମଏ ସଦସ୍ୟଙ୍କୁ ଚିଠି ଲେଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଖୋର୍ଦ୍ଧା ଜିଲ୍ଲାପାଳ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ସଭାପତି ମଧ୍ୟ ଅଛନ୍ତି । ଏନଏମଏକୁ ଲେଖିଥିବା ଚିଠିରେ ଜିଲ୍ଲାପାଳ…

ଏକାମ୍ର କ୍ଷେତ୍ର ପ୍ରକଳ୍ପ ବାଧାପ୍ରାପ୍ତ ନେଇ ଭୁବନେଶ୍ୱର ସାଂସଦଙ୍କ ନୀରବତାକୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମାଲୋଚନା

ଭୁବନେଶ୍ୱର- ଏକାମ୍ର କ୍ଷେତ୍ର ପ୍ରକଳ୍ପ ବାଧାପ୍ରାପ୍ତ ନେଇ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୀରବତାକୁ ପ୍ରଶ୍ନ କରି ସମାଲୋଚନା କରିଛନ୍ତି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱରବାସୀ କେବେ କ୍ଷମା ଦେବେ…