Browsing Tag

Ganjam Administration

ହିଞ୍ଜିଳିକାଟୁ ପୌରାଂଚଳରେ ‘ପୋଷାକ’ ଅଭିଯାନ

ହିଞ୍ଜିଳି-ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହିଞ୍ଜିଳିକାଟୁ ପୌରାଂଚଳରେ ଆରମ୍ଭ କରାଯାଇଛି ‘ପୋଷାକ’ ନାମକ ଦାତବ୍ୟ ଅଭିଯାନ । ଏହି ଅଭିଯାନ ଅନ୍ତର୍ଗତ ଏକ ‘ପୋଷାକ’ ହବ୍ ଖୋଲାଯାଇଛି । ହବ୍ ଜରିଆରେ ଲୋକଙ୍କଠାରୁ ଅଦରକାରୀ ପୋଷାକ ପତ୍ର ସଂଗ୍ରହ କରାଯାଉଛି । ସେଗୁଡିକୁ ସଫାସୁତୁରା…

କୋରୋନା ମୁକାବିଲା : ଗଞ୍ଜାମ ଜିଲ୍ଲାରେ ସରକାରୀ ମେଡିକାଲରେ ରହିବ ଆଇସୋଲେସନ ବେଡ୍

‌ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ ସରକାରୀ ମେଡିକାଲରେ ରହିବ ଆଇସୋଲେସନ ବେଡ୍ । ଜିଲ୍ଲାରେ ମୋଟ ୩୩ଟି ସ୍ଥାନରେ ୩୩୮ଟି ଆଇସୋଲେସନ ବେଡ୍ ରହିବ । ଏହାଛଡା ଉତ୍ସର୍ଗୀକୃତ କୋଭିଡ ମେଡିକାଲରେ ସର୍ବାଧିକ ୧୫୦ ଆଇସୋଲେସନ ବେଡ୍ ରହିବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା…

ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ କୋଭିଡ ନିର୍ଦ୍ଦେଶନାମା,ବାହାଘରେ କେବଳ ୧୦୦ ଅତିଥି, ଦିଆଯିବ ପ୍ୟାକେଟ ଖାଦ୍ୟ

ବ୍ରହ୍ମପୁର - କୋରୋନା ନିୟନ୍ତ୍ରଣ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଆସିଛି । ଏଣିକି ବାହାଘରେ ଉତ୍ସବରେ କେବଳ ୧୦୦ଜଣ ଲୋକଙ୍କୁ ସାମିଲ ପାଇଁ ଅନୁମତି ମିଳିବ । ବିବାହ ଉତ୍ସବରେ ଅତିଥିଙ୍କୁ ପ୍ୟାକେଟ ଖାଦ୍ୟ ଯୋଗାଇ ଦିଆଯିବ । ଏହି…

କେବଳ ୨୫ ଦଣ୍ଡୁଆଙ୍କୁ ନେଇ ଗଂଜାମରେ ହେବ ଦଣ୍ଡନାଚ, ରାତିରେ ପାରମ୍ପରିକ ନାଚଗୀତ ମନା

ବ୍ରହ୍ମପୁର – କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଦଣ୍ଡନାଚରେ କିଛି କଟକଣା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ପ୍ରତ୍ୟେକ ଦଣ୍ଡନାଚ ପାର୍ଟିରେ ଅତିକମରେ ୨୫ ଜଣ ହିଁ ରହିବେ । ରାତିରେ ଆଉ ପାରମ୍ପରିକ ନାଟକ ହେବ ନାହିଁ । ସଂପୂର୍ଣ୍ଣ କୋରୋନା କଟକଣା…

ପୁଣି କୋରୋନା ଚ୍ୟାଲେଂଜ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, କୋଭିଡ ନିୟମ ପାଳନ କଡାକଡି ପାଇଁ ନିର୍ଦ୍ଦେଶ,…

ବ୍ରହ୍ମପୁର -ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପ୍ରବାସୀଙ୍କ ପାଇଁ ୱାର୍ଡ ଓ ପଂଚାୟତ ସ୍ତରରେ ରେଜିଷ୍ଟର ରଖାଯିବ । ପଂଚସୂତ୍ରୀ ନିୟମ ପାଳନ ନ କଲେ ଦୋକାନ ସିଲ୍ ହେବ । କୋଭିଡ…