Browsing Tag

Ganjam Collector Vijay Amruta Kulange

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଧର୍ମପୀଠ ଓ ପର୍ଯ୍ୟଟନ ସ୍ଥଳୀରେ ସର୍ବସାଧାରଣ କଟକଣା ଆସନ୍ତାମାସ ୧୫ ତାରିଖ ଯାଏଁ ବୃଦ୍ଧି

ବ୍ରହ୍ମପୁର –କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏହି ମାସ ୧୪ ତାରିଖରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥଳରେ ଜାରି କରାଯାଇଥିବା କଟକଣାକୁ ଆସନ୍ତାମାସ ୧୫ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ଜିଲ୍ଲା ପ୍ରଶାସନ । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ…

ହିଞ୍ଜିଳିକାଟୁ ପୌରାଂଚଳରେ ‘ପୋଷାକ’ ଅଭିଯାନ

ହିଞ୍ଜିଳି-ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହିଞ୍ଜିଳିକାଟୁ ପୌରାଂଚଳରେ ଆରମ୍ଭ କରାଯାଇଛି ‘ପୋଷାକ’ ନାମକ ଦାତବ୍ୟ ଅଭିଯାନ । ଏହି ଅଭିଯାନ ଅନ୍ତର୍ଗତ ଏକ ‘ପୋଷାକ’ ହବ୍ ଖୋଲାଯାଇଛି । ହବ୍ ଜରିଆରେ ଲୋକଙ୍କଠାରୁ ଅଦରକାରୀ ପୋଷାକ ପତ୍ର ସଂଗ୍ରହ କରାଯାଉଛି । ସେଗୁଡିକୁ ସଫାସୁତୁରା…

କୋରୋନା ମୁକାବିଲା : ଗଞ୍ଜାମ ଜିଲ୍ଲାରେ ସରକାରୀ ମେଡିକାଲରେ ରହିବ ଆଇସୋଲେସନ ବେଡ୍

‌ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ ସରକାରୀ ମେଡିକାଲରେ ରହିବ ଆଇସୋଲେସନ ବେଡ୍ । ଜିଲ୍ଲାରେ ମୋଟ ୩୩ଟି ସ୍ଥାନରେ ୩୩୮ଟି ଆଇସୋଲେସନ ବେଡ୍ ରହିବ । ଏହାଛଡା ଉତ୍ସର୍ଗୀକୃତ କୋଭିଡ ମେଡିକାଲରେ ସର୍ବାଧିକ ୧୫୦ ଆଇସୋଲେସନ ବେଡ୍ ରହିବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା…

କେବଳ ୨୫ ଦଣ୍ଡୁଆଙ୍କୁ ନେଇ ଗଂଜାମରେ ହେବ ଦଣ୍ଡନାଚ, ରାତିରେ ପାରମ୍ପରିକ ନାଚଗୀତ ମନା

ବ୍ରହ୍ମପୁର – କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଦଣ୍ଡନାଚରେ କିଛି କଟକଣା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ପ୍ରତ୍ୟେକ ଦଣ୍ଡନାଚ ପାର୍ଟିରେ ଅତିକମରେ ୨୫ ଜଣ ହିଁ ରହିବେ । ରାତିରେ ଆଉ ପାରମ୍ପରିକ ନାଟକ ହେବ ନାହିଁ । ସଂପୂର୍ଣ୍ଣ କୋରୋନା କଟକଣା…

ଗଞ୍ଜାମରେ କୋରୋନାର ପୂର୍ବ ସ୍ଥିତି ସୃଷ୍ଟି ହେବା ସମ୍ଭାବନା ନାହିଁ : ଜିଲ୍ଲାପାଳ

ବ୍ରହ୍ମପୁର – ଗଞ୍ଜାମରେ କୋରୋନା ସ୍ଥିତି ନେଇ ଜିଲ୍ଲାପାଳଙ୍କ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ଜିଲ୍ଲାରେ ପୂର୍ବ ଭଳି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ । ଗତ ୧୫ ଦିନ ହେବ ,ସ୍ଥିତି ଉପରେ ନଜର ରଖାଯାଇଛି । ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଜିଲ୍ଲା ପ୍ରଶାସନ…